//BREAKING//
Loading...

ପଦ୍ମଫୁଲ ତୋଳିବାକୁ ଯାଇ ପାଣି ରେ ବୁଡି ଜୀବନ ହରେଇଲେ ଯୁବକ!!! ( ତର୍ଜମା ନ୍ୟୂଜ ) ଭବାନୀ ପାଟଣା:----- ଭବାନୀ ପାଟଣା ସଦର ବ୍ଳକ ଅନ୍ତର୍ଗତ କଲମ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବର ଗାଁ ପୋଖରୀ ରେ ବୁଡି ପ୍ରାଣ ହରାଇଥିବା ଘଟଣା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ କାଲି ସନ୍ଧ୍ୟା ସମୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୂଜା ପାଇଁ ବର ଗାଁ ର ମୋଟିରାମ ମହାନନ୍ଦ,( ୨୯ ) ନିକଟସ୍ଥ ପୋଖରୀ କୁ ପଦ୍ମଫୁଲ ତୋଳିବାକୁଯାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ପୋଖରୀ ଭିତର କୁ ପଶି ଆଉ ବାହାରି ନ ପାରି ପାଣି ରେ ବୁଡି ପ୍ରାଣ ହରାଇ ଥିଲେ । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ରାତିରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠେଇ ଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପାରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ସଦର ପୋଲିସ । ଗ୍ରାମ ଶ୍ମଶାନ ରେ ମୋତି ଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ଥିବା ଜଣା ପଡିଛି। ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

ପଦ୍ମଫୁଲ ତୋଳିବାକୁ ଯାଇ ପାଣି ରେ ବୁଡି ଜୀବନ ହରେଇଲେ ଯୁବକ !!



( ତର୍ଜମା ନ୍ୟୂଜ )

ଭବାନୀ ପାଟଣା:-----

   ଭବାନୀ ପାଟଣା ସଦର ବ୍ଳକ ଅନ୍ତର୍ଗତ  କଲମ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବର ଗାଁ ପୋଖରୀ ରେ ବୁଡି ପ୍ରାଣ ହରାଇଥିବା ଘଟଣା ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।

       ପ୍ରାପ୍ତ ସୂଚନା ଅନୁଯାୟୀ, ଗତ କାଲି ସନ୍ଧ୍ୟା ସମୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୂଜା ପାଇଁ ବର ଗାଁ ର ମୋଟିରାମ ମହାନନ୍ଦ,( ୨୯ ) ନିକଟସ୍ଥ ପୋଖରୀ କୁ ପଦ୍ମଫୁଲ ତୋଳିବାକୁଯାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ପୋଖରୀ ଭିତର କୁ ପଶି ଆଉ ବାହାରି ନ ପାରି ପାଣି ରେ ବୁଡି  ପ୍ରାଣ ହରାଇ ଥିଲେ । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ରାତିରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠେଇ ଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପାରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛି ସଦର ପୋଲିସ । ଗ୍ରାମ ଶ୍ମଶାନ ରେ ମୋତି ଙ୍କ ଶେଷକୃତ୍ୟ ସଂପନ୍ନ ହୋଇ ଥିବା ଜଣା ପଡିଛି। ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe