ଆଜି ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ଏକ ସ୍ଵତନ୍ତ୍ର ଟିମ୍ କୋମନା ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳ ରଜନା, ବେଲଗାଁ, ବିଶିବାହାଲ କୁ ପରିଦର୍ଶନ କରି ପୀଡିତ ପରିବାର କୁ ଶୁଖିଲା ରାସନ ବଣ୍ଟନ ସହିତ ସହାୟତା ପ୍ରଦାନ କରାଗଲା l
କଳାହାଣ୍ଡି ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, ଓଡ଼ିଶା ରାଜ୍ୟର ଯୁବ କଂଗ୍ରେସ ପ୍ରବକ୍ତା ଆଙ୍କିତ ସିଂଗହାଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ କପିଳେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହିତ ପ୍ରଶାସନ ଏହି ସମସ୍ୟା କୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା କୁଆଜି ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ଏକ ସ୍ଵତନ୍ତ୍ର ଟିମ୍ କୋମନା ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳ ରଜନା, ବେଲଗାଁ, ବିଶିବାହାଲ କୁ ପରିଦର୍ଶନ କରି ପୀଡିତ ପରିବାର କୁ ଶୁଖିଲା ରାସନ ବଣ୍ଟନ ସହିତ ସହାୟତା ପ୍ରଦାନ କରାଗଲା l
କଳାହାଣ୍ଡି ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, ଓଡ଼ିଶା ରାଜ୍ୟର ଯୁବ କଂଗ୍ରେସ ପ୍ରବକ୍ତା ଆଙ୍କିତ ସିଂଗହାଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ କପିଳେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହିତ ପ୍ରଶାସନ ଏହି ସମସ୍ୟା କୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା କୁ ପ୍ରତିଶୃତି ଦେଇଥିଲେ l
ପ୍ରତିଶୃତି ଦେଇଥିଲେ l
Good News da.
ReplyDeletePost a Comment