କୋରାପୁଟ ରେ ବିଶ୍ୱ ଯୋଗ ଦିବସ ପାଳିତ!!
କୋରାପୁଟ:------
( ତର୍ଜମା ବ୍ୟୁରୋ ନ୍ୟୁଜ )
ସାରା ବିଶ୍ୱ ଜୁନ 21 ତାରିଖକୁ ଯୋଗ ଦିବସ ରୂପେ ପାଳନ କରିଆସୁଅଛି ,ଏହି ପରିପ୍ରେକ୍ଷୀରେ ଆଜି ଜୟପୁର ଟାଉନହଲ ଠାରେ ଆନ୍ତ୍ରରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହୋଇଯାଇଛି ।
ଏହି ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ପୋୖରପାଳିକା ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ଭାଗିରଥିପାଣି ଏହି ଯୋଗ ଦିବସକୁ ପରିଚାଳନା କରିଥିଲେ ।ଏହି ଯୋଗ ଦିବସରେ ଏକସହରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଯୋଗ ଦେଇ ୟୋଗ କରିଥିଲେମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଏବଂ ଯୋଗଗୁରୁ ଶ୍ରୀ ପାଣି ଯୋଗ ଦ୍ୱାରା କିପରି ରୋଗମୁକ୍ତ ହୋଇ କିପରି ସୁସ୍ଥ ସମାଜ ଗଠନ ହୋଇପାରିବ ସେ ବିଷୟରେ ନିଜ ନିଜ ଅଭିଭାଷଣ ରଖିଥିଲେ ।
Post a Comment