//BREAKING//
Loading...

।ମୁଖିଗୁଡ଼ା ଗୁମ୍ରର-- ବିଧାୟକ ଙ୍କ ଚାପ ରେ ଚାପି ହୋଇ ରହିଗଲା ଅମୃତ ଧାରା ଓ ଶୌଚାଳୟ ଯୋଜନା!!!

 ମୁଖିଗୁଡ଼ା ଗୁମ୍ରର--  ବିଧାୟକ ଙ୍କ ଚାପ ରେ ଚାପି ହୋଇ ରହିଗଲା ଅମୃତ ଧାରା ଓ ଶୌଚାଳୟ   ଯୋଜନା!!!      





 ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):-    ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।         ଜୟପାଟଣା, ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):-    ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।

 ମୁଖିଗୁଡ଼ା :-----   

(ତର୍ଜମାନ୍ୟୁଜ) 

ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।   ଜୟପାଟଣା, ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):- 


 ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା। ଅମୃତ ଧାରା ଓ ଶୌଚାଳୟ          ଜୟପାଟଣା, ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):- 


 ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।

ବିଧାୟକ ଚାପ ରେ ଚାପି ହୋଇ ରହିଗଲା ବିଧାୟକ ଚାପ ରେ ଚାପି ହୋଇ ରହିଗଲା ଅମୃତ ଧାରା ଓ ଶୌଚାଳୟ          ଜୟପାଟଣା, ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):- 


 ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।      ଜୟପାଟଣା, ମୁଖିଗୁଡ଼ା :-----   (ତର୍ଜମାନ୍ୟୁଜ):- 


 ଅମୃତ ଧାରା ଓ ଶୌଚାଳୟ ରୁ ବଞ୍ଚିତ ଜନ ସାଧାରଣ।ଜନ ସାଧାରଣ ମାନଙ୍କ  ଦୃଷ୍ଟି ଗୋଚର କୁ ନେଇ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ବିକାଶ ପାଇଁ କୋଟି  କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିଆସୁଛନ୍ତି। ହେଲେ  ବାସ୍ତବରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡା ଗ୍ରାମ ବସଷ୍ଟାଣ୍ଡ ଚାରି ଛକ  ନିକଟରେ ଜନ ସାଧାରଣ ବା ଯାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅମୃତ ଧାରା ଯୋଜନା ଓ ଶୌଚାଳୟର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ।ସାଧାରଣ ଜନତା ଓ ଯାତ୍ରୀ।  ମୂଖିଗୁଡ଼ା ଜନ ସାଧାରଣ ପାଇଁ ସାତ ସପନ  ଅମୃତ ଧାରା ଓ ଶୌଚାଳୟ, ମୁଖିଗୁଡ଼ା  ବହୁମୁଖୀ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ରେ ପରିଚିତ  ଏହି ଗ୍ରାମ । ମୁଖିଗୁଡ଼ା କୁ ବିଭିନ୍ନ ଆଡୁ ଦିନ କୁ ପ୍ରାୟ ୨୦-୩୦ ବସ ଯାତାୟତ  କରୁଛି ତା ସହିତ ଦୂର ଦୁରାନ୍ତର ଆସୁଥିବା ଯାତ୍ରୀ ବା ଲୋକ ମାନଙ୍କ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ଶୌଚ ପାଇଁ ପାଇଖାନା ର ବ୍ୟବସ୍ଥା  ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମୟରେ  ନାଇନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି  । ବିଶେଷ କରି ଖରା ଦିନେ  ଯାତ୍ରୀ ପାଣି ଟୋପେ ବି ପାଇବା ପାଇଁ ବହୁତ କଷ୍ଟ କର ଶେଷରେ ପାଣି ର ସାହାରା ଦୋକାନ ଠାରୁ ୧୦-୨୦ ଟଙ୍କା ଦେଇ କିଣି ଶୋଷ ମେଣ୍ଟାଉଛନ୍ତି। ତା ସହିତ ଯାତ୍ରୀ ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା ନଥିବାର ଏଣେତେଣେ ଶୌଚ କରୁଛି।   ଏଠି ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ବିଜୁ ଜନତା ଦଳ ର ଜନ ପ୍ରତିନିଧି    ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କାହା  ଚାପ ରେ ଚାପ ସୃଷ୍ଟି କରି ରଖିଛନ୍ତି  ଆସିଥିବା ଯୋଜନା ।ବିଗତ ବର୍ଷ ରୁ ମୁଖିଗୁଡା ବସ ଷ୍ଟାଣ୍ଡ ଚାରି ଛକ ପାଇଁ  ଅମୃତ ଧାରା ଓ  ଶୌଚାଳୟ (ପାଇଖାନା) ନିର୍ମାଣ ର ବ୍ୟବସ୍ଥା । ଦିନ ପରେ ଦିନ ବିତି ଚାଲିଛି ହେଲେ ଏପର୍ଯନ୍ତ ହୋଇ  ପାରୁନାହିଁ ତାର ନିର୍ମାଣ କାର୍ଯ୍ୟ । ଗ୍ରୀଷ୍ମ କାଳ ସରି ବର୍ଷା ର ଆଗମନ ହେବ କୁ ଯାଉଛି। ଏହାକୁ ନେଇ ଅଞ୍ଚଳ ବାସୀ ଅସନ୍ତୁଷ୍ଟ। ବିଧାୟକ ନିଜ ଅଞ୍ଚଳ ର ବିକାଶ ଆଉ କେବେ କରିବେ । ଏହା ହିଁ ଜନ ସାଧାରଣ ମାନଙ୍କ ପ୍ରଶ୍ନ?  ଆମ ଅଞ୍ଚଳ ର ବିକାଶ ପାଇଁ  ଆମେ ମାନେ ବିପୁଳ ସଂଖ୍ୟା ରେ  ଭୋଟ ଦେଈ ଜନ ପ୍ରତିନିଧି ଭାବରେ  ବାଛି ଥାଉ ବିଧାୟକ ନିଜ ଅଞ୍ଚଳ ର ବିକାଶ କରିବା କଥା ହେଲେ ସେ  ତାହା  ନକରି ଅଞ୍ଚଳ ବିକାଶ ରେ ବାଧା ସୃଷ୍ଟି କରୁଛନ୍ତି।  ଗତ ତାରିଖ-୦୭-୦୪-୨୩ ଦିନ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏହାର ଭୟରେ ବିଧାୟକ ତରବରିଆ ଭାବରେ ତାଙ୍କ ଦଳ ର ବିଜେଡି କର୍ମୀ ମୂଖିଗୁଡା ସଭାପତି କୁ କାମ ପାଇଁ ନିର୍ଦେଶ ଦେଇ ଥିଲେ । ନିଜ କୁ ନିଜେ କୁଚିନେତା ଭାବୁଥିବା  ବ୍ୟକ୍ତି ଙ୍କୁ ନେଇ ମୁଖିଗୁଡ଼ା ଚାରି ଛକ ନିକଟରେ ବିନା ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ଲେଆଉଣ୍ଟ ପ୍ରସ୍ତୁତ କରି ଲୋକ ଦେଖାଣିଆ ପାଇଁ ଦିନେ କାମ ଦେଖାଇ ପରେ କାମ କୁ ବନ୍ଦ କରି ବିଧାୟକ ଚୁପ୍ ରହିଗଲେ। ଏ ବିଷୟ ରେ ଆମ  କିଛି ଗଣ ମାଧ୍ୟମ ପ୍ରତିନିଧି ବିଧାୟକ ଶ୍ରୀ ଦିସାରି ଙ୍କ  ପ୍ରତିକ୍ରିୟା ନେଇଥିଲୁ ସେ ପ୍ରତିକ୍ରିୟା ରେ ମତ ରଖିଥିଲେ ଯେ ଅତି ଶୀଘ୍ର କାମ ଶେଷ ହେବ  ଜନ ସାଧାରଣ ଓ ଯାତ୍ରୀ ମାନେ ଏହାର ସୁବିଧା ପାଇପାରିବେ। ହେଲେ ତାଙ୍କ କଥା କଥା ରେ ହିଁ ରହିଗଲା।  ଅନ୍ୟ ପଟେ କାମ କୁ ବି ଠପ୍ କରି ରଖିଦେଲେ । ଏହାହିଁ ଜନ ସାଧାରଣ ଓ ଲୋକଙ୍କ  ପାଇଁ ବିକାଶ ର କାମ ବିଧାୟକ ଙ୍କ ଦେଖ୍ ରେ ଭାଇ ଦେଖ୍ ଏହାହିଁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଚାରି ଛକ ଅମୃତ ଧାରା ଯୋଜନା ଓ ଶୌଚାଳୟ ଆରମ୍ଭ ର ବିକାଶ।  ବିଧାୟକ ଙ୍କ ଏହି ଭଳି କାମ ପାଇଁ ଜନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲିଟିଛି। ଯଦି କୌଣସି  ଗଳି କନ୍ଦି ରାସ୍ତା ବା ଡ୍ରେନ ହୋଇଥାନ୍ତା କାମ ସରି ବିଲ ହୋଇ ସାରିଥାନ୍ତା।  ଦେଖା ଯାଉ ବିଧାୟକ ମୂଖିଗୁଡ଼ା ଅଞ୍ଚଳ ର ବିକାଶ ଆଉ କେବେ କରିବେ ନା କାମ କାମ ରେ ହିଁ ରହିଯିବ ତା ଦେଖିବା ପାଇଁ ବାକି ରହିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe