କର୍ଲାମୁଣ୍ଡା:----
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ମହାଦୁର୍ନୀତି ସରକାରୀ ଅଧିକାରୀ ଏବଂ ଠିକାଦାର ମିଶି ଦଶ ଲକ୍ଷ ଟଙ୍କା କୁ କିଛି ହାତ ଗଣତି ଟଙ୍କା ବ୍ୟୟ କରି ଟଙ୍କା ହରିଲୁଟ କରିବା ପାଇଁ ଷଡ଼ଯନ୍ତ୍ର ଜଣା ପଡ଼ିଛି। କନିଷ୍ଠ ଯନ୍ତ୍ରୀ ସାମିଲ ଥିବା ଅଭିଯୋଗ ହେଉଛି ।ତେଣୁ ଆଗାମୀ ଦିନ ରେ ତଦନ୍ତ ହେବା ସାପେକ୍ଷ , କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ରିଷିଡା ଗ୍ରାମ ପଞ୍ଚାୟତ ର କୁଳିଆ ଗାଁ ଠାରୁ ଶିଲେଟ ମୁଣ୍ତା ରାସ୍ତା ର ଉନ୍ନତି କରଣ ପାଇଁ ଦଶ ଲକ୍ଷ ଟଙ୍କାରେ ଚାଲିଛି ଠିକାଦାର ଶୀ ନନ୍ଦୁଲାଲ ରଣା, ରାସ୍ତା କାମ ଅତି ନିମ୍ନ ହୋଇଛି ବର୍ଷା ଦିନରେ ପୁଣି ରାତି ସମୟରେ ଠିକାଦାର ରାସ୍ତା କାମ କରୁଛନ୍ତି ନିୟମ ଅନୁଯାୟୀ ବର୍ଷା ଦିନେ ରାସ୍ତା କାମ କରାଯାଏ ନାହିଁ କିନ୍ତୁ ସମସ୍ତ ନିୟମକୁ ଖ୍ଯାତିର ନ କରି ଠିକାଦାର ମନ ଇଚ୍ଛା ରାତି ସମୟରେ ରାସ୍ତା କାମ କରୁଛନ୍ତି ଅତି ନିମ୍ନ ମାନର ରାସ୍ତା କାମ ହୋଇଥିବାରୁ ଜନ ସାଧାରଣ ଓ ସାମ୍ବାଦିକ ମାନେ ଏହାର ପ୍ରତିବାଦ କରିବାରୁ ଠିକାଦାର ର ପ୍ରଭୋଚନାରେ ଶ୍ରୀ ଶତୃଘନ ରଣା ଓ ତାର ପୁଅ ରାମ ରଣା ସାମ୍ବାଦିକ ଓ ଜନସାଧାରଣ ଙ୍କ ସହିତ ଗଣ୍ଡଗୋଳ ଦାଦାଗିରି କଲେ ଫଳରେ ସେ ଦୁହିଁ ଜଣଙ୍କ ନାମରେ ସାମ୍ବାଦିକ ସମୂହ ଏବଂ ଜନସାଧାରଣ ମ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା ଦିନରେ ରାତି ଅଧିଆ ଏହା ଅତି ନିମ୍ନ ମାନର ରାସ୍ତା କାମ କୁ ବୃଦ୍ଧିଜିବି ଓ ଅଞ୍ଚଳ ର ସାମ୍ବାଦିକ ସମୂହ ଘୋରନିନ୍ଦା କରୁଛନ୍ତି ବିଭାଗୀୟ ଅଧିକାରୀ ଅଭିଯୋଗ କ୍ରମେ କାମକୁ ବନ୍ଦ କରିଥିବା ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଏଣୁ ଏହାର ଉଚିତ୍ ତଦନ୍ତ କରି ବିହିତ କାର୍ଯ୍ୟନୁଷ୍ଠାନ ନେବା ସହିତ ଭିଜିଲାନ୍ସ କୁ ଏହାର ତଦନ୍ତ ଭାର ଦିଆଯାଉ ବୋଲି ବୁଦ୍ଧି ଜିବି ମହଳରେ ଆଲୋଚନା ହେଉଛିବିଡ଼ିଓ ଏବଂ ସହକାରୀ ଯନ୍ତ୍ରୀ ଜେଇ କୁ ମଧ୍ୟ ଲିଖିତ ଆକାରରେ ଅଭିଯୋଗ କରିଥିବାରୁ ଜେଇ ଏବଂ ବିଡ଼ିଓ କାମ ବନ୍ଦ କରିଥିବା କହିଛନ୍ତି
( ତର୍ଜମା ନ୍ୟୁଜ )

ଏଭଳି ନିମ୍ନ ମାନର କାମ ହେଉଥିବା ରୁ ସାମ୍ବାଦିକ ମାନେ ବାରମ୍ବାର ନିଉଜ କରୁଥିବା ରୁ ଜିଲ୍ଲା ରେ ଏଭଳି କିଛି ଦୁବୃର୍ତ୍ତ ଗୁଣ୍ଡା ମାନଙ୍କର ଆଙ୍କୋଶ ର ଶିକାର ହେଉଥିବାରୁ କିଛି ସାମ୍ବାଦିକ ମାନଙ୍କୁ ବିପଦ ସମୁଖୀନ ହେଉଥିବା ଦେଖିବାକୁ ମିଳୁଛି ଏଣୁ ଏଭଳି ଦୁବୃର୍ତ୍ତ ମାନଙ୍କୁ କାର୍ଯ୍ୟନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପାଉଛି
Post a Comment