ପାକ୍ଷିକ ଓଡ୍ରା ନିଉଜ ଉନ୍ମୋଚିତ!!!
ଜୟପୁର:-------
( ତର୍ଜମା ବ୍ୟୁରୋ ନ୍ୟୁଜ )
ପାକ୍ଷିକ ପତ୍ରିକା ଓଡ୍ରା ନିଉଜ ଆଜି ଜୟପୁର ସହରରୁ ଆତ୍ମ ପ୍ରକାଶ କଲା । ବରିଷ୍ଠ ସାମ୍ବାଦିକ ସୁମନ୍ତ କୁମାର ସାହୁଙ୍କ ସମ୍ପାଦନାରେ ଏହା ଆଜି ଆନୁଷ୍ଠାନିକ ଭାବେ ପ୍ରକାଶିତ ହେଉଥିବା ବେଳେ ଏହାକୁ ଉନ୍ମୋଚନ କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୋୖର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ସହ ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଦାସ, ନବୀନ ସାହୁ ଏବଂ ରାକେଶ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭାଗି ମହାନ୍ତି । ତର୍ଜମା ପରିବାର ଓଡ୍ରା ର ଉତ୍ତୋରତ୍ତର ଉନ୍ନତି କାମନା ସହ ଅଭିଭକ୍ତ କୋରାପୁଟ ଜିଲ୍ଲାର ସାମୁହିକ ପ୍ରଗଡି ରେ ଅଗ୍ରଜ୍ ର ଭୂମିକା ଗ୍ରହଣ କରୁ ଏହାହିଁ ପ୍ରାର୍ଥନା କରୁଛୁ ।



Post a Comment