ତର୍ଜମା ନ୍ୟୁଜ ବ୍ୟୁରୋ:- କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ | ଡିଲ ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,6 ଶିକାରୀ ଗିରଫ | କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଏବଂ ଛତିଶଗଡ ଉଦନ୍ତୀ ସୀତାନାଦି ବ୍ୟାଘ୍ର ସଂରକ୍ଷଣ DFo ଦ୍ଵାରା ମିଳିତ ଚଢ଼ାଉ କରି ଗତ ସୋମବାର ସନ୍ଦ୍ୟାରେ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ନିକଟରେ ଏକ କଲରାପତରିଆ ବାଘ ଛାଲ ଡିଲ ହେବା ସମୟରେ ମାଡି ବସିଲା ବନ ବିଭାଗ l ତାଙ୍କ ନିକଟରୁ ଏକ କାଳରପତରିଆ ବାଘ ଛାଲ ସହିତ ଦେଶୀ ବନ୍ଧୁକ, ମୋବାଇଲ, ଦୁଇଟି ବାଇକ, ଅଜଗର ଛାଲ ଜବତ l ଗିରଫ ସମସ୍ତ ଅଭିଯୁକ୍ତ ଙ୍କ ମଧ୍ୟରୁ 3 ଜଣ କଳାହାଣ୍ଡି ର ହୋଇଥିବା ବେଳେ ଦୁଇ ଜଣ ନବରଙ୍ଗପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି DFO

Post a Comment