//BREAKING//
Loading...

ବାବା ସାହେବ ଡ: ଆମ୍ବେଦକର ଙ୍କ ୬୭ ତମ ପାରି ନିର୍ବାଣ ଦିବସ ପାଳିତ !!

 ବାବା ସାହେବ ଡ: ଆମ୍ବେଦକର ଙ୍କ ୬୭ ତମ ପାରି ନିର୍ବାଣ  ଦିବସ  ପାଳିତ !!


ଭବାନୀ ପାଟଣା:----

 ( ତର୍ଜମା ନ୍ୟୂଜ )


କଳାହାଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି ଡ ବାବା ସାହେବ ଆମ୍ବେଦକର ଙ୍କ ୬୭ ତମ ପାରି ନିର୍ବାଣ ଦିବସ   ପାଳିତ ହୋଇ ଯାଇଛି.ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜୀବ ଗାନ୍ଧୀ  ପଂଚାୟତ ରାଜ ସଙ୍ଘଠନ ଜିଲା ସଂଯୋଜକ ସରୋଜ ବାଗ ଙ୍କ ପୌରହିତ୍ୟ ରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ବାବା ସାହେବ ଙ୍କ ଫଟୋ ଚିତ୍ର ରେ କଂଗ୍ରେସ କର୍ମକର୍ତ୍ତାଗଣ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ. ପି ସି ସି କାର୍ଯ୍ୟକାରି ସଦସ୍ୟ ଜୟଦେବ ନାୟକ,ଉପ ସଭାପତି  ବ୍ରଜ ସାହୁ ଓ ପରମା ମାଝୀ, ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଯୋଶୀ,ଜିଲ୍ଲା ସମ୍ପାଦକ ପ୍ରିତମ ବେହେରା ଓ ବାବା ଅଲ୍ଲୀ ଖାଁ ,ପୂର୍ବତନ ଟାଉନ ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ଚତୁର୍ଭୁଜ ନାୟକ ,ବ୍ଲକ ସଭାପତି ସୁବାଷ ପ୍ରଧାନ, ଜିଲ୍ଲା  ଯୁବ ସଭାପତି ମହମ୍ମଦ ସାହେବ,ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ,ରାଜ୍ୟ ମହିଳା କଂଗ୍ରେସ ଉପ ସଭାନେତ୍ରୀ ଜ୍ୟୋତିର୍ମୟୀ  ବାଗ,ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ସୁକାନ୍ତି ସରାଫ,ସଂଖ୍ୟା ଲଘୁ ସେଲ ର ଇମ୍ରାନ ଖାଁ,   ଦୁଃଖୁ ଘି ପ୍ରମୁଖ ଉପସ୍ଥିତ ରହି ବାବା ସାହେବ ଙ୍କ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe