//BREAKING//
Loading...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ

 


ସ୍କୁଲ ପିଲାଙ୍କୁ ଦିଆଯିବ ଫଳ । ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ । ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇଦେବାକୁ ନିର୍ଦ୍ଦେଶ। ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଟା ଖାଉନଥିଲେ ଦିଆଯିବ ଫଳ । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଅଣ୍ଡା ନଖାଇଲେ ପିଲା ଖାଇବେ ଫଳ।


ଏନେଇ DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର। । ସ୍କୁଲରେ ପିଲାଙ୍କୁ ଫଳ ଦିଆଯିବା ନେଇ ନିର୍ଦ୍ଦେଶ କରାଯାଇଛି। ମଧ୍ୟାହ୍ନ ଭୋଜନ ସହ ଫଳ ଖାଇବାକୁ ଦିଆଯିବ। ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe