//BREAKING//
Loading...

ହମ ସବ ଜାନତା ....


 ଗୁଟେ ଖୁବ ପୁରନା ହଜି ଗଲା ବାଗିର କଥାନି ଗୁଟେ ମନେ ପଡିଗଲା ।ଭାବିଲି ବନ୍ଧୁ ମାନକେ ସେଆର କରିଦେସିଂ ।ଆଘ କାଳେ ଓ ଏଭେ ବି ସମସ୍ତଙ୍କ ଘରେ ପୂଜା ପାଠ, ବିହା, ପର୍ବ, ପର୍ବାଣୀ ରେ ଅନେକ ନିଜର ଓ ବଂଶ ର ପୁରୁଣା ପରମ୍ପରା ଥିସି ।ସେ ପରମ୍ପରା ଜେନ୍ତା ଭି ହଉ କରବାକେ ପଡ଼ସି ।ନୂଆ ବିହା ହି କରି ଆସି ଥିବା ଭୁଆସେନ ମାନେ ଶଶୁର ଘରର ପରମ୍ପରା ଚାଲିଚଳନ ନାଇଁ ଯାନୀ ଥାନ ।ତେବେ ଯେନ କାମ କଲେ ଭି ଘରର ପୁରନା ବୁଢ଼ୀ ମାଆ ଯିଏ ସବୁ ଜାଣିଥିସନ ପଚରେଇ କରି କରସନ । ଗୁଟେ ଗାଁ ନେ ଝିଅ ବିହା ହେବାର ଥିଲା ।ବରଘର ଲୋକେ ବରାତି ଆସଲେ ।କନିଆଁ ଘରକେ ବଜାଗଜା ବଜେଇ କରି ।ଲଗନ ସମୀୟା ନେ କନିଆଁ ହାରି ପିନ୍ଧବାକେ  ଡ୍ରେସ, ଆର ସବୁ ସୌଖିନ ସିଙ୍ଗାର ଆଣିଥିଲେ ।କନିଆଁ ହାରି ର ସାଙ୍ଗ ମାନେ ଗହ ଗହ ।କନିଆଁ କେ ବର ଘରୁ ଆସିଥିବା  ସାମାନ ପିନ୍ଧେଇ ଦେଲେ ।ଯେତେ ଡ୍ରେସିଂ ସାମାନ ଥିଲା ଭଲ କରି ସଜେଇ ଦେଲେ ।ରହିଗଲା ଗୁଟେ ଜିନିଷ ।ସେଟା କେନେ ଆର କେନ୍ତା ପିନ୍ଧାବେ କେହି ନାଇଁ ଯାନୀ ଥାଇ ।କେଭେ ଦେଖିବି ନାଇଁ ଥାଇ ।କନିଆଁ ହାରୀର ସାଙ୍ଗ ମାନେ ଚିନ୍ତା ରେ ।ଇଟା କାଏଁ ଜିନିଷ କେଭେଦେଖିନାଇ କି ପିନ୍ଧି ନାଇଁ କିଏ ଜାନବା ।ଟୋକି ମାନକେ ସୋର ପଡିଗଲା ଘର ର ସବୁ ପରମ୍ପରା ବିଷୟ ନେ ପୁରୁନା ବୁଢ଼ୀ ମା ନୁ ବେସି କିଏ ନାଇଁ ଜାନେ । ସଂଗେ ସଂଗେ ଘରର ମୁରବି ସବୁ ଜାଣିଥିବା ବୁଢ଼ୀ ମା କେ ଡକା ହେଲା ।ସେ ଜିନିଷ ଦେଖେଇ କରି କନିଆଁ ର ସାଙ୍ଗ ମାନେ ପଚାରଲେ ବୁଢ଼ୀ ମା ଇଟା କାଏଣ୍ଟା ଆମେ ନାଇଁ ଜାନୁ ।କେଭେ ନାଇଁ ଦେଖି ତମେ ସବୁ ଜାଣିଛ କେନ୍ତା କରମୁ କହିଦିଅ ।ବୁଢ଼ୀ ମାଆ ନିଜର ବୁଦ୍ଧି ଖଟାଲେ । ବେସି ବେଳ ଚିନ୍ତା କରି କି କହେଲେ ଇଟାକେ କନିଆଁ ହାରି ର କାନେ ଓଳେଇ ଦିଅ ।କନିଆଁ ହାରି ର ସାଙ୍ଗ ମାନେ କାନେ ଓଳେଇଲେ ।ହେଲେ ପଡି ପଡି ଯାଉ ଥାଏ ।ବରପିଲା ଘରେ ଆନି ଥିବା ସାମାନ କନିଆଁ କେ ନାଇଁ ପିନ୍ଧାଲେ ନାଇଚଳେ ।ବୁଢ଼ୀ ମା କେ କହେଲେ କାନେ ନାଇଁ ରହୁଛେ ପଡି ଯାଉଛେ କେନ୍ତା କରମୁ ।ବୁଢ଼ୀ ମାଆ କହେଲେ ଭଲ କରି ସୁତା ନେ ଗୁରେଇ ଗୁରେଇ ବାନ୍ଧି ଦିଅ ।କନିଆଁ ହାରି ର ସାଙ୍ଗ ମାନେ ବୁଢ଼ୀ ଜେନ୍ତା କହେଲେ ହେନ୍ତା ବାନ୍ଧି ଦେଲେ ।ଲଗନ ମଣ୍ଡପ କେ କନିଆଁ କେ ବଡା କଷ୍ଟେ ନେଲେ ।ବିହା ସରଲା ।ସଭେ ବରାତି ମାନକୁ ବିଦା ଭି କଲେ । ବରପିଲା ଘର କେ ଗଳାକେ କନିଆଁ ହାରି କାନ ଦୁଖା ରେ ହରବର ।ମୁଣ୍ଡର ଓଢଣୀ ନାଇଁ ଖୁଲି ପାରେ କି କାହାକେ କହି ନାଇଁ ପାରେ ।ନଣନ୍ଦ ମନେ କନିଆଁ ହାରି କେ ନି କରି ତାର କୋଠରୀ ନେ ବସେଇଦେଲେ ।ଗୁଟେ ନଣନ୍ଦ ବୋହୁ ର   ଚେହେରା ଦେଖବାକେ ଓଢଣା ଖୋଲି ଦେଲା ।କାବା ହି କରି ମୂର୍ଚ୍ଛା ହେବାର ବେଳ ନାଇଁ ।କାରଣ କନିଆଁ ହାରି ର ଦୁଇ କାନେ ନୂଆ ଚପଲ ଦୁଇଟା ମଜବୁତ କରି ବନ୍ଧା ହି ଥିଲା ।କାନ ଫୁଲି କରି ଲାଲ ଦୁଖା ନେ ବିଚରି କନିଆଁ ହାରି ହରବର ।ଅସଲ କଥା ହେଲା କାନେ ଯାହା ପିନ୍ଧେଇ ଥିଲେ ସେଟା କନିଆଁ ହାରୀର ଚପଲ ।ଆର କନିଆଁ ହାରି ଘରେ କେଭେ ଚପଲ ଦେଖି ନାଇଥାଇ ।ଚପଲ ନୂଆ ନୂଆ ବାହାରି ଥିଲା ।ହମ ସବ ଜାନତା  ବୁଢ଼ୀ ର ହାବଡେ ପଡିକରି କନିଆଁ ହାରୀର କାନ ଛିଡି ଯିବାର ବେଳ ନାଇଁ ।ଆଜି ଆମର ଦେଶ ଅବସ୍ଥା ହେଇଛେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଓ ସ୍ୱାଧୀନତା ପ୍ରାପ୍ତି ପରେ କେତେ କଷ୍ଟେ ନୁଆଁ ଭାରତ ବନେଇଥିଲେ ଆମର ପୂର୍ବଜ ଯାକ ।ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ବିଜ୍ଞାନ ରେ ଉନ୍ନତି ସଂଗେ କେତେ ନ କେତେ ନୂଆ ନୂଆ ଆବିଷ୍କାର ପୁରା ଜଗତ କେ କାଵା କରିଥିଲା ।ଅନେକ ପୃଥିବୀ ବିଖ୍ୟାତ ଯୁଗ ପୁରୁଷ ଜ୍ଞାନୀ,ଗୁଣି, ଶିକ୍ଷାବିତ, ବୈଜ୍ଞାନିକ ମାନେ ମିଶି କରି ସ୍ୱାଧୀନ ଭାରତ ର ନବ ନିର୍ମାଣ କରିଥିଲେ ।ହେଲେ ଦେଶ ର ଦୁର୍ଭାଗ୍ୟ କେ ଗୁଟେ ଚା ବିକୁ ହାତେ ଦେଶ ଦେଲେ, (ହେନ୍ତା ବି ସେ ତାର ଠାନୁ ଚା ଘିନି କରି କରି ପିବାର ଟା ପ୍ରମାଣ ନାଇନା କି ସେ ଯେନ କଲେଜ ନେ ପଢୁଥିଲା ତାର କଲେଜ ସାଙ୍ଗ କିଏ ବି ଗୁଟେ ନାଇନା ) ହେନ୍ତା ହମ ସବ ଜାନତା ହାତେ ଦେଶ  ଦେଶର ଶାସନ ଭାର ପଡିଗଲା ଆଉ ସେ ଆଜି ଦେଶ ର ଅଶିଭାଗ ସରକାରୀ ସମ୍ପତ୍ତି ବିକିକରି କଙ୍ଗାଳ କରିଦେଲା ନ ଦେଶ କେ ।ବେକାରୀ ବଢିଗଲା, ସବୁସାମାନ   ର ଦର ଦାମ ବଢି ବଢି ଚାଲିଲା ଶସ୍ତା ହି ଛେ ବଏଲେ  କେବଳ ମିଛ ସପନ ଆରୁ ଆରୁ ଭାଷଣ ।ଏନ୍ତା ଲୋକ  ଦେଶ ନାଇଁ ବିକବାଯେ, କାନା କରବା ।                 

                  ଶୁଭରାତ୍ରୀ 

  ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe