କଲାହାଣ୍ଡି :- (ତର୍ଜମା ନ୍ୟୁଜ) କୋକସରା ବ୍ଲକ ମୋଟେର ଜାତୀୟ ରାଜପଥ ନମ୍ବର ୨୬ ରାସ୍ତା ମୋଟେର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାଫଳରେ ବାଇକ ରେ ଥିବା ଜଣେ ବ୍ୟକ୍ତି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁସାରେ କୋକସରା ଥାନା ଚାରବାହାଲ ଗଞ୍ଜିଆଗୁଡା ଗାଁର ବୋଲି ଜଣାପଡିଛି।ତାଙ୍କ ପୁରା ପରିଚୟ ମିଲି ନାହିଁ।
ଅଜଣା ଗାଡି ଧକ୍କା ରେ ଯୁବକ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି
By: Tarzama News
0




Post a Comment