//BREAKING//
Loading...

କଳାହାଣ୍ଡି ଜିଲ୍ଲାରେ ମୌସୁମୀ ବର୍ଷା ର ଲୁଚକାଳି ଖେଳ

 ଜୁଲାଇ ମାସ ଆରମ୍ଭ ସହ ପବିତ୍ର ରଥଯାତ୍ରା ପର୍ବ ପାଳିତ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ମୌସୁମୀ ବର୍ଷା ର ଲୁଚକାଳି ଖେଳ ଚାଲିଛି । ବିଳମ୍ବିତ ମୌସୁମୀ ବର୍ଷା ଯୋଗୁଁ ଚାଷୀ କୁଳ ଏବେ ଚିନ୍ତା ରେ । ଜିଲ୍ଲାର ଅନେକ ଅଞ୍ଚଳ ରେ ଜମି ଚାଷ କରିବା ପାଇଁ ଚାଷୀ ବର୍ଷା ଅପେକ୍ଷାରେ । କେନାଲ  ଅଞ୍ଚଳ ରେ ଚାଷୀ ଧାନ ପଲା ପକେଇ ସାରିଥିବା ବେଳେ ଅଣ ଜଳସେଚିତ ଅଞ୍ଚଳ ର ଚାଷୀ ବର୍ଷା ର ଲୁଚକାଳି ଖେଳ ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛି । ତେବେ ଚଳିତ ବର୍ଷ ମଧ୍ୟ ମରୁଡି କିମ୍ବା ଗଜା ମରୁଡି ର ଆଶଙ୍କା ରହିଛି । 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe