//BREAKING//
Loading...

ଅଜଣା ଗାଡ଼ି ଧକ୍କାରେ ବରିଷ୍ଠ ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ ଙ୍କ ପରଲୋକ ଓ ଜଣେ ଗୁରୁତର

କଲାହାଣ୍ଡି (ତର୍ଜମା ନ୍ୟୁଜ) ନବରଙ୍ଗପୁର  ସୀମାନ୍ତ ଜାତୀୟ ରାଜପଥ ୨୬ ଆମପାଣି ଘାଟି ଠାରେ ବୁଧବାର ଦିନ ଅପରାହ୍ନ ରେ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା ଫଳରେ ବାଇକ୍ ଆରୋହି ମାନେ ରାସ୍ତା ରେ ଛିଟିକି ପଡ଼ିଥିଲେ ଦୁର୍ଘଟଣା ଘଟାଇଥିବା ଗାଡି ଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା l କୋୖଣସି ମତେ ଆମପାଣି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ହେଲେ ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଥିଲା ଆଉ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା  ମୃତକଙ୍କ ଜଣଙ୍କ ହେଲେ ଭବାନୀପାଟଣା ସହରର ବରିଷ୍ଠ ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ ଙ୍କ ପରଲୋକ ହୋଇ ଥିବା ବେଳେଗୁରୁତର ବ୍ୟକ୍ତି ଜଣକ ହେଲେ ଥୁଆମୁଳ ରାମପୁର ଅଞ୍ଚଳର ସୁଶାନ୍ତ ସାହୁବୋଲି ପୋଲିସ ସୁତ୍ରରୁ ପ୍ରକାଶ ଘଟଣାର ତଦନ୍ତ ଜାରି ରହିଛି ବୋଲି ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି 

କୋକସରା ବ୍ଲକରୁ  ଗଣେଶ_ଭାଟି ଙ୍କ ରିପୋର୍ଟ ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe