//BREAKING//
Loading...

ଦ୍ୱିତୀୟ ଦିନ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଅବତାର


ଭବାନୀପାଟଣା, ୦୩/୦୭ (ସ.ମି.ସ.) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ଜଗନ୍ନାଥ ମହାପ୍ରଭୁ ଆଡ଼ପ ମଣ୍ଡପରେ ଦ୍ୱିତୀୟ ସନ୍ଧ୍ୟାରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଜଗନ୍ନାଥଙ୍କ କଛପ ଅବତାର ବେଶ ଦର୍ଶନ କରିଥିବା ବେଳେ । ଗୁଣ୍ଡିଚା ମନ୍ଦିରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଭଜନଧାରାରେ ହାରମୋନୀ ସଙ୍ଗିତ ଏକାଡିମୀର ସନ୍ତୋଷ ଝା ଓ ସାଥି ଭଜନ ପରିବେଷଣ କରିଥିଲେ 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe