ଭବାନୀପାଟଣା ପୌର ପରିଷଦ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ, ୨୦୨୨ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଭବାନୀପାଟଣା ପୌରପାଳିକା ର ସର୍ବାଙ୍ଗୀନ ଉନ୍ନତ୍ତି ନିମନ୍ତେ ସହରବାସୀଙ୍କ ସହଯୋଗ କାମନା କରୁଛୁ ।ଆସନ୍ତୁ ଏହି ଶୁଭ ଅବସରରେ ଆମେ ସମସ୍ତେ ମିଶି ଭବାନୀପାଟଣା କୁ ଏକ ସବୁଜ ସୁନ୍ଦର, ସ୍ୱଚ୍ଛ,ଆବର୍ଜନା ମୁକ୍ତ ଓ ପଲିଥିନ ମୁକ୍ତ ସହର ରୂପେ ପରିଣତ କରିବା ପାଇଁ ସଂକଳ୍ପ ନେବା ଏବଂ ନାରୀ ସଶକ୍ତିକରଣ ନିମନ୍ତେ ଅଗ୍ରସର ହେବା ।
ଶ୍ରୀଯୁକ୍ତ ବଳୟ ଦେହୁରୀ ,
ନିର୍ବାହୀ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ବେହେରା, ନଗରପାଳ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରଧାନ,
ଉପ ନଗରପାଳ, ତଥା
ସମସ୍ତ ପାରିଷଦ ବୃନ୍ଦ, ଭବାନୀପାଟଣା ପୌର ପରିଷଦ ।
Post a Comment