//BREAKING//
Loading...

ମୁଖୀଗୁଡା ଠାରେ ମାତୃଶକ୍ତି ମାଁ କାଳୀଙ୍କ ଆଡମ୍ବର ରେ ପୂଜା ଅନୁଷ୍ଠିତ


ମୁଖୀଗୁଡା :----(ତର୍ଜମା ନ୍ୟୁଜ ) ମୁଖୀ ଠାରେ ମାତୃଶକ୍ତି ମା କାଳୀ ଙ୍କ ପୂଜା ବହୁଆଡମ୍ୱ ରେ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଳକ ଅନ୍ତର୍ଗତ ମୁଖିଗୁଡ଼ା ଗ୍ରାମଠାରେ। ବିଗତ ୨ ବର୍ଷ ଧରି କୋରାନା କଟକଣା ଯୋଗୁଁ ମା ଙ୍କ ଦର୍ଶନ ମିଳିନଥିଲା। ଏ ବର୍ଷ ମାତୃଶକ୍ତି ମା କାଳୀ ଙ୍କ ଦର୍ଶନ ପାଇଁ ବହୁ ଦୂର ଦଦୂରାନ୍ତରୁ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ  ଭିଡ଼ଗମ ମାନଙ୍କ ମନ୍ଦିର ରେ ଦେଖିବାକୁ ମିଳିଛି।ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ମା ଙ୍କ ମନ୍ଦିର ଓ ମୁଖିଗୁଡା ବଜାର ତ ସାଂଗକୁ ମିନବଜାର,ନାଟ ନୃତୁ। ଆଜ କୁ ପ୍ରାୟ ୨୬ ବର୍ଷ ହେଲା ମା କାଳୀ ଙ୍କ ପୂଜା ଅର୍ଚ୍ଚନା ମୂଖିଗୁଡ଼ା ବଜାର କମିଟି ତୁଲାଇ ଆସୁଛି। ଏଥିରେ ସଭାପତି : - କେ.ବାଳଗୋପାଳ ବୈଠାରୁ, ଉପ ସଭାପତି : :ଟି. ଦୁର୍ଗାପତ୍ର, ସମ୍ପାଦକ : ସୁନିଲ କୁମାର ଦଳେଇ, ସହ ସମ୍ପାଦକ : ବିଚିତ୍ରାନନ୍ଦ ପଣ୍ଡା, ଶିବରାମ ବିଶ୍ଵାଳ ଓ ବଜାର କମିଟିର  ସଦସ୍ୟ ମାନଙ୍କ ସହଯୋଗରେ ମାଁ ମନ୍ଦିରର ପୂଜାକାର୍ଯ୍ୟ ତୁଲାଇ ଥିଲେ।ମାଁ ଙ୍କ ପ୍ରତି ଦିନ ପୂଜା ଅର୍ଚ୍ଚନା ଓ ସନ୍ଧ୍ୟା ଆଳତି ପୂଜକ  ଜଗନ୍ନାଥ ଦାସ କରିଥାନ୍ତି। ଓମ୍ ଶ୍ରୀ ମହାକାଳୀ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe