//BREAKING//
Loading...

ଭବାନୀପାଟଣା ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ ।

 


ଭବାନୀପାଟଣା:---( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଦୁଷ୍ମନ୍ତ ଫାର୍ମ ହାଉସ ରେ ଉତ୍କଳ ପ୍ରାଦେଶିକ ମାରୱାଡି ସମାଜର ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମାରୱାଡି ସମାଜର ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା. କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ମୁକେଶ ଅଗ୍ରୱାଲ,କିଶୋର ଅଗ୍ରୱାଲ, ଲାଲୁ ଅଗ୍ରୱାଲ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ପବନ ଅଗ୍ରୱାଲ, ମଦନ ଅଗ୍ରୱାଲ,ଘନଶ୍ୟମ ଅଗ୍ରୱାଲ ଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍କଳ ମାରୱାଡ଼ି ସମାଜ ର ଏହି ପ୍ରାନ୍ତୀୟ ସମ୍ମିଳନୀ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ମାରୱାଡ଼ି ଙ୍କ ସହ ଦୀପକ ଗୁପ୍ତା, ସୁବାଷଚନ୍ଦ୍ର ଅଗ୍ରୱାଲ, ପୱନ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ, କିଶୋର ଅଗ୍ରୱାଲ, ମୁକେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।




Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe