//BREAKING//
Loading...

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ ।

ଭବାନୀପାଟଣା:--- ( ତର୍ଜମା ନ୍ୟୁଜ )  ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ଘୁମୁରା ସବ୍ କମିଟି ର ଅଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ରାଉତଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନୋଡାଲ ଅଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ ଏବଂ ଏହା ସହିତ ବଜେଟ୍ ଆଗତ କରି ସଂସ୍କୃତି ପରିଷଦ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥାପନା କରିଥିଲେ । ଏଥିରେ ସବ୍ କମିଟିର ସଦସ୍ୟ ତୀର୍ଥରାଜ ଦଳପତି, ସୁଜିତ୍ କୁମାର ବେହେରା, କୈଳାଶ ସିଂ, ପ୍ରଦୀପ ଧଙ୍ଗଡାମାଝୀ, ସକିତ ରତେ, ଭାରତ ଭୂଷଣ ଚଲାଣ, ମହେଶ୍ୱର ସରାଫ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରସ୍ତାବମାନ ଆଗତ ଓ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe