//BREAKING//
Loading...

ଆନ୍ତଃରାଜ୍ୟ ସ୍ତରୀୟ ଡି୍ୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

 


( ମୁଖୀଗୁଡା )(ତର୍ଜମା ନ୍ୟୁଜ )  ଦୀର୍ଘ ଦିନ ବ୍ୟବଧାନ ପରେ ପ୍ରାୟତଃ ଲୋପ ପାଇଯାଇଥିବା ଡିୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୁବ ପିଢ଼ି କୁ ଉତ୍ସାହିତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ହାଇସ୍କୁଲ ପଡିଆରେ ମୁଖୀଗୁଡ଼ା କ୍ରିକେଟ୍ କ୍ଳବ ତରଫ ରୁ ୮ ଗୋଟି ଜିଲ୍ଲା ର କ୍ରିକେଟ୍ ଟିମ୍ ନେଇ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଆନ୍ତଃରାଜ୍ୟ ସ୍ତରିୟ ଡି୍ୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟକ୍ରିକେଟ ଟୁର୍ନାମେଣ୍ଟ ରେ ଇନ୍ଦ୍ରାବତୀ ଓ ବଲାଙ୍ଗିର ମଧ୍ୟ ରେ ହୋଇଥିବା ବେଳେ ସର୍ବ ପ୍ରଥମେ ଇନ୍ଦ୍ରାବତୀ ଟଚ୍ ଜିତି ବ୍ୟାଟିଙ୍ଗ ଓ ବଲାଙ୍ଗିର ବୋଲିଂ ଆରମ୍ଭ କରିଥିଲା ଦୁହିଁଙ୍କ ମଧ୍ୟରେ ଖେଳ ଜୋରଦାର ପ୍ରସ୍ତୁତି ରେ ଖେଳ ଚାଲିଥିଲା । ପ୍ରଥମେ ଇନ୍ଦ୍ରାବତୀ ଦଲ ବ୍ୟାଟିଙ୍ଗ କରି ୧୫୫ ରନ୍ ସଂଗ୍ରହ କରିଥିଲେ କିନ୍ତୁ ଖେଳରେ ବିଜୟୀଲାଭ କରିଥିଲେ ବଲାଙ୍ଗିର ଦଳ । ଏହି ଖେଳରେ ଅମ୍ପାୟାର ଥିଲେ ମହମ୍ମଦ ସମିର ଓ ପ୍ରଦୀପ ମିଶ୍ର । ଖେଳରେ ୱିନର କ୍ରିକେଟ ଟିମ୍ କୁ ୫୦ହଜାର ଟଙ୍କା ଓ ରନର୍ କ୍ରିକେଟ୍ ଟିମ୍ କୁ ୩୦ ହଜାର ଟଙ୍କା ଦେବାକୁ ଫାଇନାଲ ରେ ବିଜୟୀ କ୍ରିକେଟ୍ ଟିମ୍ କୁ ନିଷ୍ପତି କରାଯାଇଛି । ଏହି ଖେଳରେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିସାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିୟ ଅତିଥି ଭାବେ ମୁଖିଗୁଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତି ମହିଲିକ ଏବଂ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଯୋଗ ଦେଇଥିଲେ । ଏହି ଖେଳର ସଫଳ ରୁପାୟନ ରେ ଆୟୋଜନ କମିଟିର ସଭାପତି ବିକାଶ ପଣ୍ଡା, ସମ୍ପାଦକ ସତ୍ୟ ପ୍ରଧାନ, କୋଷାଧ୍ୟକ୍ଷ ବନମାଲି ମାଝୀ 


ସନ୍ତୋଷ ମହାଳିକ, ମୁନୁ ପଣ୍ଡା ,ରୁନ ଚିନ୍ଦା,ପପୁନ ପଣ୍ଡା, ସୁନୀଲ ରାମ, ମହମ୍ମଦ ରହିମ୍ ମହମ୍ମଦ ରାଇସ୍, ଟୁକୁନା,ଅରୁଣ ସାହୁ , ଆମଜାଦ୍ ଖାଁନ , ଶଙ୍କର ନାରାୟଣ ପ୍ରେମାନନ୍ଦ ମହାଳିକତଥା ମୁଖିଗୁଡା କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe