//BREAKING//
Loading...

ଭାଗବତ କଥାମୃତ ସମାପନ


ଭାଗବତ କଥାମୃତ ସମାପନ  କୋକସରା ୧୯/୩ (ଇମିସ) ଜୟପାଟଣା ବ୍ଲକ ଅନ୍ତର୍ଗତ  ଉଛଲା ପଞ୍ଚାୟତ  ଘଣ୍ଟିଗୁଡା ଠାରେ ଚତୁର ଦିବସୀୟ  ଭାଗବତ କଥାମୃତ ସମାପନ ହୋଇ ଯାଇଛି ସ୍ବର୍ଗତ ହେମ ସାହୁଙ୍କସ୍ମୃତି ନିମନ୍ତେ ପୁତ୍ର ଆନନ୍ଦ କୁମାର ସାହୁ ପୁତ୍ରବଧୂ ଦିବ୍ୟ ଭାରତୀ ସାହୁ ପିତା ଭଗବାନ ସାହୁଙ୍କ ଆୟୋଜନ କ୍ରମେ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା କଟକ ରଘୁନାଥ ଜୀଉ ମନ୍ଦିରର ଆରଧ୍ଯ ସେବକ ଶ୍ରୀ ଆଶୀର୍ବାଦଜୀ  ମହାରାଜ ପ୍ରବଚନ ପ୍ରଦାନ କରିଥିବା ବେଳେ ପୂଜାକାର୍ଯ୍ୟ ପ୍ରଶ୍ନ ପଣ୍ଡା ନିର୍ବାହ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁସଂଖ୍ୟାକ ଲୋକଙ୍କ ସମାଗମ ହୋଇଥିଲା  ।କାର୍ଯ୍ୟକ୍ରମ ପରିଚାଳନାରେ ସଭାପତି ଜୟଲାଲ ନାଏକ, ସମ୍ପାଦକ ହିମାଞ୍ଚଳ ରାଉତ ସହ ସମ୍ପାଦକ ,ବୁଦ୍ଧିରାମ ନାଏକ , ହେମନ୍ତ  ନାଏକ ,ଅଭିରାମ ରାଉତ ଲିଙ୍ଗରାଜ ନାଏକ, ଦୁର୍ଯ୍ୟୋଧନ ରାଉତ, ଗୋପାଳ ନାଏକ, ଲଲିତ ନାଏକ, ଦିଗାମ୍ବର ସାହୁ, ଟଗର ସାହୁ  ସୁଦର୍ଶନ ରାଉତ ମୋକ୍ଷ୍ୟରାଜ ସାହୁ  , ପବିତ୍ର ସାହୁ, ଭୀମସେନ ସାହୁ ଭଗବାନ ରାଉତ, ରାହାସ ରାଉତ ,ଗଜେନ୍ଦ୍ର ରାଉତ ,ତ୍ରିଲୋଚନ ନାଏକ ,ଉଗ୍ରସେନ ନାଏକ ପ୍ରମୁଖ  ଙ୍କ ସହ ଗ୍ରାମବାସୀ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ  କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe