//BREAKING//
Loading...

JPL 2 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ !!

 JPL 2 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ !!


ଜୟପୁର:-------

(ତର୍ଜମା ବ୍ୟୁରୋ ନ୍ୟୁଜ )

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ପାରାବେଡା ଦଶହରା ପଡିଆ ଠାରେ 

JPL 2  କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

 ହୋଇଯାଇଛି। ଜୟପୁର SDPO ଶ୍ରୀ ହାରିସା   ପ୍ରଦୀପ ପ୍ରଜ୍ଵଳନ  କରି jpl 2 କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରିଛନ୍ତି।ଆଜି ଉଦଘାଟନ ମ୍ୟାଚ Mountain boys ଆଉ Dhall Worrier ମଧ୍ୟରେ ଗୋଟାଏ ମ୍ୟାଚ ୧୧ ଟାରେ ଆରମ୍ଭ ହୋଇଥିଲା। ପ୍ରଥମେ Mountain Boys ଟସ ଜିତି  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ପ୍ରଥମ ଇନିଂସ ରେ Dhall worrier ବ୍ୟାଟିଂ କରି 6 ବିକେଟ ହରେଇ ସର୍ଵ ମୋଟ 191 କରିଥିଲେ। Dhall worrier ର chinmay Panda 46 ବଲ ରେ 73 ମାରିଥିଲେ, Dinesh Halwa 28 run/46 ball, Chiranjivi swain 27 run / 14 ball ମାରିଥିଲେ।Mountain boys ର Gouri shankar 4 ov -44run-0-3 wkt, Achut a pradhan 4-40-0-1,Gaurav patra 2-36-0-1 ହାସଲ କରିଥିଲେ। mountain boys ବ୍ୟାଟିଂ କରି 10 ବିକେଟ ହରାଇ 139 ସଂଗ୍ରହ କରିଥିଲେ। Saurav patra 42/40,Umesh Tadangi 32/16 Dhall worrier ର Chinmaya panda 3.5 - 20 - 0 - 3 ,Giri Krishna 4 - 15 - 1- 3, Kishore Rout 4 - 35 - 0 -2 , Md Asif 4 - 43 - 0 - 2 

Dhall worrier 52 runs ରେ ମ୍ୟାଚ ଜିତି ଥିଲେ। Man of the match Chinmaya Panda ଘୋଷିତ ହୋଇ ଟ୍ରଫି ସହ 1000 ପୁରସ୍କାର ରାଶି ପାଇଥିଲେ। Umpire ଶ୍ରୀ ଅସିତ ପଟ୍ଟନାୟକ ଓ  ରମେଶ ସ୍ୱାଇଁ। ମ୍ୟାଚ ବିବରଣୀ ଦେଇଥିଲେ Md. Ishak ଓ ସ୍କୋରର yuvraj । ମଞ୍ଚରେ ଉପସ୍ଥିତ ଥିଲେ Jpl 2 ର  Chairmen ଶ୍ରୀ ବାବୁଲା ରାଉତ  , ORION club secretary cum Jpl Core committee member sri  ସୁବାଷ ରାଉତ, ଅନୁପ ପାତ୍ର, ରବି ନାୟକ, Jpl କମିଟୀ ମେମ୍ବର କାର୍ତିକ ରାଉତ, ସଚ୍ଚିଦାନନ୍ଦ ପରିଡା, ବାପି ପରିଡା, ରାମ ପ୍ରସାଦ ଗୋନ୍ତାୟତ, ମନୋଜ ପାଢ଼ୀ ,ଵାଲା ରାୟ , ବଳରାମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


ଜୟପୁର ରୁ ବିଷ୍ଣୁପ୍ରିୟା ସାହୁ ଙ୍କ ରିପୋର୍ଟ !!!

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe