//BREAKING//
Loading...

ଦୁଇ ନାବାଳକ- ନାବାଳିକା ପ୍ରେମୀ ଯୁଗଳ ଙ୍କ ହତ୍ୟା ଅଭିଯୋଗରେ ଝିଅ ର ବାପା- କାକା ଓ ଭିଣୋଇ ଗିରଫ!!! ଭବାନୀ ପାଟଣା:---- ( ତର୍ଜମା ନ୍ୟୁଜ ) ଦୁଇ ନାବାଳକ ଓ ନାବାଳିକା ଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ୩ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ର ରୁ ଜଣା ପଡ଼ିଛି। ଏ ସଂପର୍କ ରେ କଳାହାଣ୍ଡି ଏସପି ଅଭିଳାଷ, ଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁ ରୁ ଦୁଇ ଜଣ ପ୍ରେମୀ ଯୁଗଲଙ୍କ ଅର୍ଧଦଗ୍ଧ ମୃତଦେହ ପଡ଼ିଥିବା ଧର୍ମ ଗଡ ପୋଲିସ କୁ 112 ନମ୍ୱର୍ ରେ ସୂଚନା ମିଳିବା ପରେ ପୋଲିସ ତରଫରୁ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚିଥିଲେ । ଏକ ଉଚ୍ଚ ସ୍ତରୀୟ ଅନୁ ସନ୍ଧାନି ଦଳ ଓ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଝିଅ ଗତ 30 ତାରିଖ ରୁ ନିଖୋଜ ହୋଇଥିବା ଏକ ରିପୋର୍ଟ ଗତ 2 ତାରିଖ ଦିନ ଝିଅର ବାପା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ର ଦଶ ଦିନ ପରେ ଧର୍ମ ଗଡ ଥାନା ଅନ୍ତର୍ଗତ ବାଞ୍ଜି ପଦର ଗ୍ରାମ ନିକଟରେ ଦୁଇଟି ଶବ ମିଳିଥିବା ସୂଚନା ମିଳିଥିଲା । ଧର୍ମ ଗଡ ଥାନା ଅଧିକାରୀ ଶ୍ରୀମତୀ ରୁନୁ କୁମାରୀ ମାଝୀ, ଏଡିପିଓ ଶ୍ରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ଏସ ସି ଅଭିଳାଷ ଜି ଏହି ଘଟଣା ର ଅସଲ ରହସ୍ୟ ଉନ୍ମୋଚନ ପାଇଁ ନେତୃତ୍ବ ନେଇଥିଲେ । ଶେଷରେ ପ୍ରକୃତ ରହସ୍ୟ ଲୋକ ଲୋଚନ କୁ ଆସିବା ପରେ କାକା, ଝିଆରୀ ଙ୍କ ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ ଝିଅ ର ବାପା, କାକା ଓ ଭିଣୋଇ ନାବାଳକ ନାବାଳିକା ପ୍ରେମୀ ଯୁଗଲଙ୍କୁ ହତ୍ୟା କରି କରିଥିବା ନେଇ ସମସ୍ତ ତଥ୍ୟ ସଂଗ୍ରହ ସହ ଫରେନ୍ସିକ୍ ରିପୋର୍ଟ ଆଧାର ରେ ତିନି ଜଣ ଙ୍କୁ ଏହି ନାବାଳକ ଓ ନାବାଳିକା ପ୍ରେମୀ ଯୁଗଳଙ୍କ ହତ୍ୟା ଅଭିଯୋଗରେ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି । ଏ ସଂପର୍କ ରେ ଧର୍ମ ଗଡ ଥାନା କେଶ ନମ୍ୱର୍ 146/ତା 9/7/2023 ଭାରତୀୟ ଦଣ୍ଡ ବିଧି ଆଇନ ର ଧାରା 302,201 ଓ 34 ଅନୁଯାୟୀ ଏକ4 କେଶ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଝିଅର ବାପା କନେଶ୍ୱର ପଟେଲ,ଝିଅର ଭିଣୋଇ ଠଣ ସୁନ୍ଦର ନାଏକ, ଝିଅର କାକା ଦେବାନନ୍ଦ ପଟେଲ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସ ସି ଙ୍କ ସୂତ୍ର ରୁ ପ୍ରକାଶ।

ଦୁଇ ନାବାଳକ- ନାବାଳିକା ପ୍ରେମୀ ଯୁଗଳ ଙ୍କ ହତ୍ୟା ଅଭିଯୋଗରେ ଝିଅ ର ବାପା- କାକା ଓ ଭିଣୋଇ ଗିରଫ!!!

ଭବାନୀ ପାଟଣା:----

( ତର୍ଜମା ନ୍ୟୁଜ )

 ଦୁଇ ନାବାଳକ ଓ ନାବାଳିକା ଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ୩ଜଣ ଅଭିଯୁକ୍ତ କୁ ଗିରଫ କରି  କୋର୍ଟ ଚାଲାଣ କରିଥିବା  ପୋଲିସ ସୂତ୍ର ରୁ ଜଣା ପଡ଼ିଛି। ଏ ସଂପର୍କ ରେ କଳାହାଣ୍ଡି ଏସପି ଅଭିଳାଷ, ଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁ ରୁ ଦୁଇ ଜଣ ପ୍ରେମୀ ଯୁଗଲଙ୍କ ଅର୍ଧଦଗ୍ଧ ମୃତଦେହ ପଡ଼ିଥିବା  ଧର୍ମ ଗଡ ପୋଲିସ କୁ 112 ନମ୍ୱର୍ ରେ ସୂଚନା ମିଳିବା ପରେ ପୋଲିସ ତରଫରୁ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚିଥିଲେ  । ଏକ ଉଚ୍ଚ ସ୍ତରୀୟ ଅନୁ ସନ୍ଧାନି ଦଳ ଓ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଝିଅ ଗତ  30 ତାରିଖ ରୁ ନିଖୋଜ ହୋଇଥିବା  ଏକ ରିପୋର୍ଟ ଗତ 2 ତାରିଖ ଦିନ ଝିଅର ବାପା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।  ଘଟଣା ର ଦଶ ଦିନ ପରେ ଧର୍ମ ଗଡ ଥାନା ଅନ୍ତର୍ଗତ   ବାଞ୍ଜି ପଦର ଗ୍ରାମ ନିକଟରେ ଦୁଇଟି ଶବ ମିଳିଥିବା ସୂଚନା ମିଳିଥିଲା । ଧର୍ମ ଗଡ ଥାନା ଅଧିକାରୀ ଶ୍ରୀମତୀ ରୁନୁ କୁମାରୀ ମାଝୀ, ଏଡିପିଓ ଶ୍ରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ଏସ ସି ଅଭିଳାଷ ଜି ଏହି ଘଟଣା ର  ଅସଲ ରହସ୍ୟ ଉନ୍ମୋଚନ ପାଇଁ ନେତୃତ୍ବ ନେଇଥିଲେ । ଶେଷରେ ପ୍ରକୃତ ରହସ୍ୟ ଲୋକ ଲୋଚନ କୁ ଆସିବା ପରେ କାକା, ଝିଆରୀ ଙ୍କ ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ ଝିଅ ର ବାପା, କାକା  ଓ ଭିଣୋଇ  ନାବାଳକ ନାବାଳିକା  ପ୍ରେମୀ ଯୁଗଲଙ୍କୁ ହତ୍ୟା କରି କରିଥିବା ନେଇ ସମସ୍ତ  ତଥ୍ୟ ସଂଗ୍ରହ ସହ ଫରେନ୍ସିକ୍ ରିପୋର୍ଟ ଆଧାର ରେ ତିନି ଜଣ ଙ୍କୁ  ଏହି ନାବାଳକ ଓ ନାବାଳିକା ପ୍ରେମୀ ଯୁଗଳଙ୍କ ହତ୍ୟା ଅଭିଯୋଗରେ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି । ଏ ସଂପର୍କ ରେ ଧର୍ମ ଗଡ ଥାନା କେଶ ନମ୍ୱର୍ 146/ତା 9/7/2023  ଭାରତୀୟ ଦଣ୍ଡ ବିଧି ଆଇନ ର ଧାରା 302,201 ଓ 34 ଅନୁଯାୟୀ ଏକ4 କେଶ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ  କରିଛନ୍ତି। ଅଭିଯୁକ୍ତ ମାନେ  ହେଲେ ଝିଅର ବାପା କନେଶ୍ୱର ପଟେଲ,ଝିଅର ଭିଣୋଇ ଠଣ ସୁନ୍ଦର ନାଏକ, ଝିଅର କାକା ଦେବାନନ୍ଦ ପଟେଲ  କୁ  ଗିରଫ କରି ଆଜି  କୋର୍ଟ ଚାଲାଣ କରାଯିବ ବୋଲି ଏସ ସି ଙ୍କ ସୂତ୍ର ରୁ ପ୍ରକାଶ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe