//BREAKING//
Loading...

ଜୁନାଗଡ଼-- ବନମାଳୀପୁର ସେକ୍ସନ ରେ ବୃକ୍ଷ ରୋପଣ ଆୟୋଜନ ।



 ଜୁନାଗଡ଼-- ବନମାଳୀପୁର ସେକ୍ସନ ରେ ବୃକ୍ଷ ରୋପଣ ଆୟୋଜନ  ।

ଜୁନାଗଡ଼:------

( ତର୍ଜମା ନ୍ୟୁଜ )


 ବୃକ୍ଷ ହନନ ହିଁ ଜଳବାୟୁ ପରିବର୍ତ୍ତନର ମୂଖ୍ୟ କାରଣ ବୋଲି ଆଜି ଜୁନାଗଡ଼ ରେଞ୍ଜ ଅଧିନସ୍ଥ ବନମାଳୀପୁର ସେକ୍ସନ ରେ ଆୟୋଜିତ ୭୪ ତମ ବନମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଇ ଜୁନାଗଡ଼ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବନପାଳ ନିରୋଧ ଧଙ୍ଗଡା ମାଝୀ,ବନ ରକ୍ଷକ ଶ୍ରୀବାସ  ବାଣୁଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଞ୍ଜର ଶ୍ରୀ ମିଶ୍ରଙ୍କ ସମେତ ବଣ୍ଡୋଗୁଡା ବନପାଳ ରଜନୀ କାନ୍ତ ମେହେର,ଡୁମେରବାହାଲ ବନପାଳ କାହ୍ନୁ ଚରଣ ତ୍ରିପାଠୀ,ବନ ରକ୍ଷକ ତପସ୍ୱୀନୀ ନାଏକ,ରଞିତା ବାରିକ,ମୁକ୍ତି ନାଏକ, ପଦ୍ମନାଭ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ବକ୍ସି ତୁଲସୀପାଳି ସରପଞ୍ଚ  ଦିବ୍ୟ ଦୀପ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe