//BREAKING//
Loading...

୭୭ ତମ ସ୍ବାଧିନତା ଦିବସ ପାଳିତ!!

 ୭୭ ତମ ସ୍ବାଧିନତା ଦିବସ ପାଳିତ!!



ତର୍ଜମା ନ୍ୟୂଜ :----

( ଜୟନ୍ତ ପୁର)


କଳାହାଣ୍ଡି ଜିଲ୍ଲା ଧର୍ମ ଗଡ ଅନ୍ତର୍ଗତ ଜୟନ୍ତ ପୁର ସ୍ଥିତ ତ୍ରିଲୋଚନ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଧର୍ମ ଗଡ ବ୍ଲକ ଦୁଇ ନମ୍ୱର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶଙ୍କର ପ୍ରସାଦ ଯୁଏଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ। ଏହି ଅବସରରେ ଚାରିଟେବଲ୍ ଟ୍ରଷ୍ଟ ର ଚେୟାରମେନ ଶ୍ରୀ ତ୍ରିଲୋଚନ ବାଗ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଡାଇରେକ୍ଟର ଶ୍ରୀମତୀ ସରୋଜିନୀ ବାଗ, ସଭାପତି ତୀର୍ଥ ନାଗ, ଉପ ସଭାପତି ରିକ୍ଷୀରାମ ବାରିକ, ସମ୍ପାଦକ ଟହକାନ୍ତ ବାଗ, ସଭ୍ୟ ଅନିରୁଦ୍ଧ ଦୁରିଆ, ପର୍ଶୁରାମ ଦୂରିଆ, ହିରାଧର ମାଝୀ, ଶ୍ୟାମ ସୁନ୍ଦର ଗୋପାଳ, ପ୍ରତାପ କିଶୋର ପଟେଲ, ଦୁଃଖୀରାମ ଗୋପାଳ, ମଧୁ ଗୋପାଳ, କରୁଣାକର ବାଗ, ଦୁସିଲା ସୁନାନୀ, ହେମାଙ୍ଗିନି ବାଗ, ସଞ୍ଜୟ ବାଗ ଙ୍କ ସମେତ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଟ୍ରଷ୍ଟ ର ଚେୟାରମେନ ଶ୍ରୀ ତ୍ରିଲୋଚନ ବାଗ ୭୭ ତମ ସ୍ବାଧିନତା ଦିବସ ରରେ ଜାତୀୟ ପତାକା କୁ ସମ୍ମାନ ଦେଇ ମାତୃଭୂମି ର ସେବା କରିବା ପାଇଁ ସମସ୍ତ୍ନ ଙ୍କୁ ଆହ୍ଵାନ ଦେଇଥିଲେ। ପରିଶେଷରେ ଟ୍ରଷ୍ଟ ସମ୍ପାଦକ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ଶଭା ସାଙ୍ଗ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe