//BREAKING//
Loading...

ଭବାନୀପାଟଣା ମଦରସା ହବିବୁଲ ମଦାରିସ ରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ।


 ଭବାନୀପାଟଣା ମଦରସା ହବିବୁଲ ମଦାରିସ ରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ।

ଭବାନୀ ପାଟଣା:---

(ତର୍ଜମା ନ୍ୟୁଜ )

 ଆମ ମାତ୍ରୃଭୂମି ର ୭୭ତମ ସ୍ୱାଧୀନତା ଦିବସ ସଵୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ମଦରସା ହବିବୁଲ ମଦାରିସ, ଭବାନୀପାଟଣା ରେ ହର୍ଷ ଉଲ୍ଲାସର ସହିତ ମହା 

ସମାରୋହରେ ପାଳିତ କରାଯାଇଛି।

    ଏହି ପବିତ୍ର ଜାତୀୟ ଉତ୍ସବ ରେ ଆମ ମାତ୍ରୃଭୂମି ର ଜାତୀୟ ପତାକା ମଦରସା ର ସଭାପତି ହାଜି ଜନାବ ମହମ୍ମଦ ଅକିଲ ହବିବି (ଆକା) ଙ୍କ ତତ୍ବାବଧାନରେ ଏବଂ ମଦରସାର ସଭ୍ୟ ବୃନ୍ଦ, ସମସ୍ତ ଛାତ୍ର , ଶିକ୍ଷକ

କ ଓ 

 ସହରର ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ଗହଣରେ ଜନାବ ହାଜି ମହେମୁଦ ଖାନ୍ ସା‌ହେଵ ଜାତୀୟ ପତାକା ଉତ୍ତୋଳନ  କରିଥିଲେ। ପରେ ଦେଶାତ୍ମଵୋଧ ସଂଗୀତ ଗାନ କରାଯାଇ  ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସଭାପତି ଙ୍କୁ ଧନ୍ୟବାଦ ସହ କାର୍ଯ୍ୟକ୍ରମ ର ସମାପନ ହୋଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe