//BREAKING//
Loading...

ଅବସରପ୍ରାପ୍ତ ସୈନିକବଳ ଙ୍କ ସ୍ବଚ୍ଛତା ଦିବସ ଅବସର ରେ ଶ୍ରମଦାନ !!

 ଅବସରପ୍ରାପ୍ତ ସୈନିକବଳ ଙ୍କ ସ୍ବଚ୍ଛତା ଦିବସ ଅବସର ରେ ଶ୍ରମଦାନ !!


ଭବାନୀ ପାଟଣା:---

(ତର୍ଜମା ନ୍ୟୂଜ )


ଅକ୍ଟୋବର ଏକ ତାରିଖ ଜାତୀୟ  ସ୍ବଚ୍ଛତା ଦିବସ ଅବସରରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ  ସ୍ବଚ୍ଛତା  ପାଇଁ ଶ୍ରମଦାନ ଶିବିର ଆୟୋଜନ ହୋଇଛି। ଏହି ଅବସର ରେ ଭବାନୀ ପାଟଣା ସ୍ଥିତ ଅବସରପ୍ରାପ୍ତ ସୈନିକବଳ ଙ୍କ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟାଳୟ ପରିସର ରେ  ଅବସର ପ୍ରାପ୍ତ  ସୈନିକ କାର୍ଯ୍ୟାଳୟ ପରିସର କୁ ଶ୍ରମଦାନ ସହ ସଫେଇ କରି ଥିଲେ।

କାର୍ଯ୍ୟାଳୟ ଅଧିକାରୀ ଅବସରପ୍ରାପ୍ତ କର୍ଣ୍ଣେଲ ବିଶ୍ୱଜିତ୍ ଦାସ ଙ୍କ ନେତୃତ୍ୱ ରେ ଡାକ୍ତର ରବି  ସେନାପତି, ଗଜେନ୍ଦ୍ର  ଡାକୁଆ, ଡାକ୍ତର ଇଶା ଇପ୍ସିତା,ସୁବେଦାର ବି, ମଧୁସୂଦନ, ହାବିଲଦାର ଜି, ବଳରାମ, ଶ୍ରୀମତୀ ଅଲିନା ବାରିକ, ସୁଶ୍ରୀ ଭବାନୀ ତାଣ୍ଡି, ତାହିର ମହମ୍ମଦ, ଆଲୋକ ଦାସ   ଙ୍କ     ସମେତ ସମସ୍ତ ଅବସରପ୍ରାପ୍ତ ସୈନ୍ୟ ବାହିନୀ ର ବୀର ଜୱାନ ମାନେ ଉତ୍ସାହ ର ସହ ସ୍ବଚ୍ଛତା ଦିବସ ପାଳନ କରିବା ସହ ଶ୍ରମଦାନ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe