//BREAKING//
Loading...

କଳାହାଣ୍ଡି ଅଞ୍ଚଳ କୁର୍ମି କ୍ଷତ୍ରିୟ ସଂସ୍ଥା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ !!

 କଳାହାଣ୍ଡି ଅଞ୍ଚଳ କୁର୍ମି କ୍ଷତ୍ରିୟ ସଂସ୍ଥା କର୍ମକର୍ତ୍ତା  ନିର୍ବାଚନ ଅନୁଷ୍ଠିତ !!                               ଭବାନୀପାଟଣା :-

(ତର୍ଜମା ବ୍ୟୁରୋ )





ସ୍ଥାନୀୟ ହିଲ ଟାଉନ ସ୍ଥିତ ଭାରତ ମେରଜ ପେଲସ ଠାରେ କଳାହାଣ୍ଡି ଅଞ୍ଚଳ କୁର୍ମୀ କ୍ଷତ୍ରିୟ କମିଟି ନୂତନ  କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । କୁଳାଧିକାରୀ ତ୍ରିଭୁବନ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ ।ସଭାପତି ଭାବେ ଅଶ୍ୱିନ ପ୍ରଧାନ ,ଉପ ସଭାପତି ଜନ୍ମେଞ୍ଜୟ ପ୍ରଧାନ, ସମ୍ପାଦକ ଭାବଗ୍ରାହୀ ନାୟକ,       ସହ ସମ୍ପାଦକ ବିଶ୍ୱ ରଞ୍ଜନ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁଜିତ ପ୍ରଧାନ, ଆଇନ ପରାମର୍ଶଦାତା ସିଦ୍ଧାର୍ଥ ନାୟକ.ପ୍ରଦେଶ ସଭ୍ୟ ଗଙ୍ଗାଧର ପ୍ରଧାନ ଓ ସୀତାକାନ୍ତ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନ ବୈଠକରେ ୯ ଗୋଟି ଗ୍ରାମ୍ୟ କମିଟି ର କର୍ମକର୍ତା ଓ ଯୁବ କର୍ମକର୍ତା ଯୋଗ ଦେଇ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ଶେଷ ହୋଇ ଯାଇଛି । ପ୍ରଦେଶ ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ଭଞ୍ଜନଗର ରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିନାୟକ ପ୍ରଧାନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ହୋଇଥିବା ଜାଣି ଖୁସି ବ୍ୟକ୍ତ କରି ଧନ୍ୟବାଦ ଦେଇଥିଲେ । ଶେଷରେ ସମ୍ପାଦକ ଭାବଗ୍ରାହୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

     ଦୁଃଖିଶ୍ୟାମ ପ୍ରଧାନ ଙ୍କ ରିପୋର୍ଟ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe