//BREAKING//
Loading...

ସନ୍ଦେହ ଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର SDOଙ୍କ ମୃତଦେହ

 


ତର୍ଜମା ନ୍ୟୂଜ   

 BIGBREAKING _ସନ୍ଦେହ ଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର SDOଙ୍କ ମୃତଦେହ । 


ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ଠାରେ । ମୃତ ଏସଡିଓ ଗଜପତି ଜିଲ୍ଲା ଅନ୍ତର୍ଗତ  ପାରଳାଖମୁଣ୍ଡିର ରଞ୍ଜିତ କୁମାର କର୍ଜି ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି  । ମୃତ ଦେହକୁ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।

  ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ୍ ତଦନ୍ତ ପରେ ଅସଲ ରହସ୍ୟ ଜଣା ପଡିବ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe