//BREAKING//
Loading...

ରାସ୍ତାକଡ ରେ ପଡି ରହିଛି ଦୁର୍ଘଟଣାଗ୍ରସ୍ତ ଗାଡି,କାହା ପାଖରେ ସୂଚନା ନାହିଁ !!!

 ରାସ୍ତାକଡ ରେ ପଡି ରହିଛି ଦୁର୍ଘଟଣାଗ୍ରସ୍ତ ଗାଡି,କାହା ପାଖରେ ସୂଚନା ନାହିଁ !!!


କଲମପୁର:----- -୨୨/୧୨।         (ତର୍ଜମା ନ୍ୟୁଜ)        ଏହି ଥାନା ଅନ୍ତର୍ଗତ ଘର୍ଲା ସେତୁ ଢାବା ନିକଟରେ ଏକ ସୁଜୁକି ମାରୁତି ଗାଡି ବିଲମ୍ୱିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଢରେ ପଡି ରହିଛି ।ଏହାର ମାଲିକ ଓ କ୍ଷୟକ୍ଷତି ବିଷୟରେ ସବିଶେଷ ବିବରଣୀ ମିଲିପାରି ନଥିବା ବେଳେ ପୋଲିସ ପାଖରୁ ବି କୌଣସି ସୂଚନା ମିଲିପାରୁ ନାହିଁ ।୨୪ ଘଣ୍ଟା ଅତିବାହିତ ହୋଇଥିଲେ ମଧ୍ୟ ଏପରି ଘଟଣାକୁ କାହିଁକି ହାଲୁକା ଭାବରେ ନିଆଯାଇଛି ତାହା ବୁଝାପଡୁ ନାହିଁ । ତେବେ ପୋଲିସ ପକ୍ଷରୁ ଏହାର ତଦନ୍ତ ପାଇଁ ଦାବୀ ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe