କଲମପୁର ସମାଚାର,
ଅଚାନକ ନିଆଁ ଲାଗି ପୋଡିଗଲା ୭ ଏକର ଧାନ ଫସଲ,
କଲମପୁର:-------------(ତର୍ଜମା ନ୍ୟୁଜ)
କଲମପୁର ବ୍ଲକ ଅନ୍ତର୍ଗତ ହାରାମାଳ ପଞ୍ଚାୟତ ଅଧିନସ୍ତ ତେନ୍ତୁଳିଖୁଣ୍ଟି ଗ୍ରାମର ଦୁଇଜଣ ଚାଷୀଙ୍କ ୭ଏକର ଜମିର ଅମଳ ଧାନବିଡା ଖଲାରେ ଥିବା ବେଳେ କୌଣସି କାରଣ ବଶତଃ ଅଚାନକ ନିଆଁ ଲାଗି ପୋଡିଯାଇଥିବା ଜଣାପଡ଼ିଛି ।କ୍ଷତିଗ୍ରସ୍ତ ଚାଷୀଙ୍କ ନାମ ଝସକେତନ ଦୁର୍ଗା ଓ ଫକିର ଦୁର୍ଗା ବୋଲି ଜଣାପଡିଛି ।ସେମାନଙ୍କ ଅଭିଯୋଗ ପରେ କଲମପୁର ଦମକଳବାହିନୀ ଘଟଣା ସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ହାରାମାଳ ରାଜସ୍ଵ ନୀରିକ୍ଷିକା ସୁଭଦ୍ରା ନାଏକ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି । କ୍ଷତିଗ୍ରସ୍ତ ପରିବାର ଦଳିତ ଓ ଗରିବ ପରିବାର ହୋଇଥିବାରୁ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମହଳରେ ଦାବିହେଉଛି ।

Post a Comment