//BREAKING//
Loading...

ବାଣ୍ଡିଗାଁ ଠାରେ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

 



କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁ ଠାରେ ଶୁକ୍ରବାର ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଲକ୍ଷମନ ସୁନାନୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ଯ ଅତିଥି ଭାବରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଜୟପାଟଣା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜେଇ ଏସ. କେ ଜେନା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ,ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ଶବର,ବିଏଫଟି ଜାନକୀରାମ ବେଶ୍ରା ପ୍ରମୁଖ ଉପସ୍ଥିତ ଥାଇ ମଞ୍ଚାସିନ ହୋଇଥିଲେ। 


ପ୍ରାଣୀ ସମ୍ପଦ ବିଭାଗ, ବନ ବିଭାଗ,କୃଷି ବିଭାଗ,mgnrega, ମୋ ଘର,icds, ମିଶନ ଶକ୍ତି,ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା,ଏବଂ ଅନ୍ୟାନ୍ୟ ସମସ୍ତ ସରକାରୀ ଷ୍ଟଲ ଲାଗିଥିଲା। ପଂଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ବେଶ୍ରା,grs ଖଗପତି ନାଏକ, ନାଏବ ସରପଞ୍ଚ ନିର୍ମଳା ପ୍ରଧାନୀ ସମେତ ସମସ୍ତ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ। 


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe