//BREAKING//
Loading...

ଇନ୍ଦ୍ରାବତୀ ପ୍ରସଙ୍ଗ: ପାଣି ଛଡାହେଲା ମରାମତି ସରିଲାନି, ଚାଷୀ ତଳି ପକାଇବାକୁ ଡହଳବିକଳ : କାମ ପାଇଁ ଅବରୋଧ କରିଛନ୍ତି ଜଳ !!! ଜୁନାଗଡ଼ :----- ( ତର୍ଜମା ନ୍ୟୁଜ) ଇନ୍ଦ୍ରାବତୀ ଡାହାଣ କେନାଲରେ ଜଳ ଯୋଗାଣ ଗତ ୮ ତାରିଖରେ ହୋଇ ଯାଇଛି, ହେଲେ ସରକାରୀ ବାବୁ ମାନଙ୍କ ବେପରୁଆ ମନୋଭାବ ଯୋଗୁଁ ଜଳ ଅବରୋଧ କରି ଠିକାଦାର ପୋଷା ନିତିରେ କାମ କରାଯାଉଛି। ଫଳରେ ଚାଷୀମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମୁତାବକ କଲମପୁର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ ତାଲପଦର ୧୫ ନଂ ପାଣି ପଞ୍ଚାୟତ କେନାଲ ମରାମତି କାର୍ଯ୍ୟ କରାଯାଉଛି । ଗତ ୮ତାରିଖରେ ଡାହାଣ ଯୋଗେ ଜଳ ଯୋଗାଣ ହୋଇସାରିଛି। ଚାଷୀମାନେ ତଳି ପକାଇବା ପାଇଁ ତରତର ହେଉଥିବା ବେଳେ କେନାଲ ମରାମତି କାମ ପାଇଁ ଜଳ ଅବରୋଧ କରାଯାଇଥିବାରୁ ଚାଷୀଙ୍କ ମହଳରେ ଦୃଢ ନିନ୍ଦା କରାଯିବା ସହ ଏଭଳି କାର୍ଯ୍ୟକୁ ପ୍ରତିବାଦ କରିଛନ୍ତି । ଏନେଇ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାରାଣ୍ଡିଙ୍କୁ ପଚାରିବାରୁ ଆଉ କିଛି ଦିନ ଲାଗିବ କାମ ସରିଯିବ ଚାଷୀଙ୍କୁ ବୁଝାଇ ଦେବାକୁ ପରାମର୍ଶ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଗଣ ମାଧ୍ୟମ କେମିତି ଚାଷୀଙ୍କୁ ବୁଝେଇବେ,ଏହା କହିବା ଜଣେ ଅଧିକାରୀଙ୍କୁ ଶୋଭାପାଇଲା କିପରି? ଶ୍ରୀଦୁର୍ଗା ପାଣି ପଞ୍ଚାଯତ ନଂ ୧୫ର କର୍ମକର୍ତ୍ତା ମାନେ ମଧ୍ୟ ଏବିଷୟରେ ଅଞ୍ଜଥିବା ପ୍ରକାଶ କରିଛନ୍ତି, ତେବେ ଏପରି କାମ ସମ୍ଭବ ହେଉଛି କିପରି ତାହା ହିଁ ବଡପ୍ରଶ୍ନ,ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କ ମହଳରେ ଦାବି ହେଉଥିବା ବେଳେ ଏଭଳି ଆଚରଣକୁ ଗଣମାଧ୍ୟମ ପ୍ରତିନିଧିଙ୍କ ମହଳରେ ନାଁ ପସନ୍ଦ କରିଛନ୍ତି ।

 ଇନ୍ଦ୍ରାବତୀ ପ୍ରସଙ୍ଗ:

ପାଣି ଛଡାହେଲା ମରାମତି ସରିଲାନି,



ଚାଷୀ ତଳି ପକାଇବାକୁ ଡହଳବିକଳ :

କାମ ପାଇଁ ଅବରୋଧ କରିଛନ୍ତି ଜଳ !!!


ଜୁନାଗଡ଼ :-----

( ତର୍ଜମା ନ୍ୟୁଜ)

 ଇନ୍ଦ୍ରାବତୀ ଡାହାଣ କେନାଲରେ ଜଳ ଯୋଗାଣ ଗତ ୮ ତାରିଖରେ ହୋଇ ଯାଇଛି, ହେଲେ ସରକାରୀ ବାବୁ ମାନଙ୍କ ବେପରୁଆ ମନୋଭାବ ଯୋଗୁଁ ଜଳ ଅବରୋଧ କରି ଠିକାଦାର ପୋଷା ନିତିରେ କାମ କରାଯାଉଛି।  ଫଳରେ ଚାଷୀମାନଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମୁତାବକ କଲମପୁର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନସ୍ତ ତାଲପଦର ୧୫ ନଂ ପାଣି ପଞ୍ଚାୟତ କେନାଲ ମରାମତି କାର୍ଯ୍ୟ କରାଯାଉଛି । ଗତ ୮ତାରିଖରେ ଡାହାଣ ଯୋଗେ ଜଳ ଯୋଗାଣ ହୋଇସାରିଛି। ଚାଷୀମାନେ ତଳି ପକାଇବା ପାଇଁ ତରତର ହେଉଥିବା ବେଳେ କେନାଲ ମରାମତି କାମ ପାଇଁ ଜଳ ଅବରୋଧ କରାଯାଇଥିବାରୁ ଚାଷୀଙ୍କ ମହଳରେ ଦୃଢ ନିନ୍ଦା କରାଯିବା ସହ ଏଭଳି କାର୍ଯ୍ୟକୁ ପ୍ରତିବାଦ କରିଛନ୍ତି । ଏନେଇ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ମାରାଣ୍ଡିଙ୍କୁ ପଚାରିବାରୁ ଆଉ କିଛି ଦିନ ଲାଗିବ କାମ ସରିଯିବ ଚାଷୀଙ୍କୁ ବୁଝାଇ ଦେବାକୁ ପରାମର୍ଶ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଗଣ ମାଧ୍ୟମ କେମିତି ଚାଷୀଙ୍କୁ ବୁଝେଇବେ,ଏହା କହିବା ଜଣେ ଅଧିକାରୀଙ୍କୁ ଶୋଭାପାଇଲା କିପରି? ଶ୍ରୀଦୁର୍ଗା ପାଣି ପଞ୍ଚାଯତ ନଂ ୧୫ର କର୍ମକର୍ତ୍ତା ମାନେ ମଧ୍ୟ ଏବିଷୟରେ ଅଞ୍ଜଥିବା ପ୍ରକାଶ କରିଛନ୍ତି, ତେବେ ଏପରି କାମ ସମ୍ଭବ ହେଉଛି କିପରି ତାହା ହିଁ ବଡପ୍ରଶ୍ନ,ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀଙ୍କ ମହଳରେ ଦାବି ହେଉଥିବା ବେଳେ ଏଭଳି ଆଚରଣକୁ ଗଣମାଧ୍ୟମ ପ୍ରତିନିଧିଙ୍କ ମହଳରେ ନାଁ ପସନ୍ଦ କରିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe