//BREAKING//
Loading...

ବନ କର୍ମଚାରୀଙ୍କୁ ମିଲିଲା ଅଗ୍ନି ନିର୍ବାପକ ସରଞ୍ଜାମ !!

 ବନ କର୍ମଚାରୀଙ୍କୁ ମିଲିଲା ଅଗ୍ନି ନିର୍ବାପକ ସରଞ୍ଜାମ !!


ଜୁନାଗଡ଼ :-------                             (ତର୍ଜମା ନ୍ୟୁଜ)                                     ଜୁନାଗଡ ଦକ୍ଷିଣ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର ଏହି ବନାଞ୍ଚଳ ଅଧିନରେ କାର୍ଯ୍ୟରତ ୧୦ ଜଣ ବନ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ସରଞ୍ଜାମ ଯୋଗାଇ ଦେଇଛନ୍ତି, ଏଥିରେ ସମସ୍ତଙ୍କ ପାଇଁ ହେଲମେଟ, ଚଷମା, ଟ୍ରାଉଜର, ଟର୍ଚ୍ଚ ଲାଇଟ, ପାଣି ବୋତଲ,ଜୋତା ଓ ମୌଜା ଆଦି ଯୋଗାଇ ଦିଆଯାଇଛି, ଏହି କର୍ମଚାରୀ ମାନେ ଭଳ ପ୍ରଦର୍ଶନ କରିଆସୁଥିବା ବେଳେ ଜଙ୍ଗଲରେ କ୍ଷୟକ୍ଷତିକୁ ନିୟନ୍ତ୍ରଣରେ ରଖି ନିଜ ନିଜ କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି, ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀଙ୍କ ସମେତ ସମସ୍ତ ବନପାଳ ଓ କର୍ମଚାରୀ ଉପସ୍ଥିତ ଥିଲେ,

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe