କଳାହାଣ୍ଡି ଜିଲ୍ଲା ବଧିର ସଙ୍ଘ ର ନୂତନ କର୍ମକର୍ତା ନିର୍ବାଚନ !!
ଭବାନୀ ପାଟଣା :---
(ତର୍ଜମା ନ୍ୟୁଜ ) ଗତ 01 ତାରିଖ ରବିବାର ଦିନ ଭବାନୀ ପାଟଣା ସ୍ଥିତ ଅମରଜ୍ୟୋତି କ୍ଲବ,
ଠାରେ ସର୍ବସମ୍ମତ ଭାବରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ନିବାର୍ଚନରେ ଶ୍ରୀ ଶୋଭନ କୁମାର ରଥ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଶ୍ରୀ ରାଜେଶ ଅଗ୍ରୱାଲ ଓ ଶ୍ରୀ ମୁରଲୀ ମୋହନ ବାଗ ଉପସଭାପତି, ଶ୍ରୀ ଲିପେଶ ବାଗ ସାଧାରଣ ସମ୍ପାଦକ, ଶ୍ରୀ ବଳରାମ ଡାକୁଆ କୋଷାଧକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।
ଶ୍ରୀ ମନମୋହନ ସାହୁ ସହାୟକ ସମ୍ପାଦକ (ସମାଜ ), ଶ୍ରୀ ଛବିଳ ଖରସେଲ ସହାୟକ ସମ୍ପାଦକ (କ୍ରୀଡା ), ଶ୍ରୀମତୀ ରାକ୍ଷୀ ତ୍ରିପାଠୀ ସହାୟକ ସମ୍ପାଦକ (ମହିଳା )ଭାବରେ ନିର୍ବାଚନ ହୋଇଛନ୍ତି ।
କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ
ଶ୍ରୀ ପ୍ରେମଚାନ୍ଦ ନାୟକ (ଜୟପାଟଣା )
ଶ୍ରୀ ହିମାଂଶୁ ବାଗ (ଜୁନାଗଡ଼ )
ଶ୍ରୀ ଚକ୍ରଧର ବାଗ (କେସିଙ୍ଗା )
ଶ୍ରୀ ମାରକାନ୍ତ ସାହୁ (ନର୍ଲା )
ଶ୍ରୀମତୀ ମାଧବୀ ସାହୁ (ଲାଞ୍ଜିଗଡ )
ଶ୍ରୀ ସୁମନ ସାହୁ (ନୂଆପଡା )
ଶ୍ରୀ ଆଶିଷ ରାଉତ (ଭବାନୀପାଟଣା )
ଶ୍ରୀ ରାକେଶ ସାହୁ (ଧର୍ମଗଡ଼, କୋକସରା )
ଶ୍ରୀମତୀ ଡେଜି ପ୍ରଧାନ (ଭବାନୀପାଟଣା )
ନିର୍ବାଚିତ ହୋଇଛନ୍ତି ।
ଓଡିଶା ବଧିର ସଙ୍ଘର ସଭାପତି ଶ୍ରୀ ଅସିତ ମିଶ୍ର ଓ କୋଷାଧକ୍ଷ ଶ୍ରୀ ଜିତେନ୍ଦ୍ର ନନ୍ଦ ନିବାର୍ଚନ ପରିଚାଳନା କରିଥିଲେ ।
Post a Comment