//BREAKING//
Loading...

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ , ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା

 


ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ପହଲଗାମ୍ ଆଟାକ୍, ଅପରେସନ୍ ସିନ୍ଦୂର ଓ ସିଜଫାୟରକୁ ନେଇ ବିରୋଧୀ କରିପାରନ୍ତି ହଟ୍ଟଗୋଳ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ କହିଲେ ସଂସଦ ଚଳାଇବା ବିରୋଧୀଙ୍କର ବି ଦାୟିତ୍ବ । ଅଧିବେଶନରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା ରହିଛି । ମଣିପୁର ବିଧେୟକ, GST ସଂଶୋଧନ ବିଧେୟକ, ଜନ ବିଶ୍ବାସ ବିଧେୟକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବିଧେୟକ, ଟ୍ୟାକ୍ସେସନ ଲ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଧେୟକ, IIM ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଧେୟକ, ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ବିଧେୟକ ପରି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ସହିତ ଆୟକର ବିଧେୟକ-2025, ଭାରତୀୟ ବନ୍ଦରଗାହ ବିଧେୟକ-2025, ମର୍ଚ୍ଚାଣ୍ଟ ସିପିଂ ବିଧେୟକ-2024, ଗୋଆ ଜନଜାତୀୟ ପ୍ରତିନିଧିତ୍ବ ପୁନର୍ଗଠନ ବିଧେୟକ -2024 ବିଲକୁ ଲୋକସଭାରେ ଉପସ୍ଥାପନ କରିପାରନ୍ତି ସରକାର

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe