//BREAKING//
Loading...

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।

 


ଭବାନୀପାଟଣା ତା ୦୪.୦୭.୨୦୨୨ଆଜି ସ୍ଥାନୀୟ  ଜିଲ୍ଲାପାଳଙ୍କ ସମ୍ମିଳନୀ  କକ୍ଷରେ ଜିଲ୍ଲାପାଳ ,କଳାହାଣ୍ଡି କଳାହାଣ୍ଡି  ପି  ଅନ୍ୱେଷା  ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି  ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୯୯ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୧୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୯ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା। ଭବାନୀପାଟଣା ସହର ର ଗୋଷାଲ ପଡ଼ା ର ପରିତ୍ରାଣ ବାଗ ଙ୍କୁ ୫୦୦୦ ଟଙ୍କାର ଆର୍ଥିକ  ସହାୟତା  ଅନୁମୋଦନ କରାଯାଇଥିଲା। ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଭବାନୀପାଟଣା  ବ୍ଲକର  କୁଟୁର ଖମାର ଅଞ୍ଚଳର ରିତ୍ତିକ ମଶ୍ରା ଙ୍କୁ ତାଙ୍କର  ପ୍ଲାଷ୍ଟିକ ସର୍ଜରୀ ପାଇଁ ୭୦୦୦ ଟଙ୍କା ର ସହାୟତା  ଅନୁମୋଦନ  କରାଗଲା

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe