//BREAKING//
Loading...

ଷ୍ଟଙ୍ଗର ଟୁଗେଦର ଗ୍ରୃପ ତରଫରୁ ଭବାନୀପାଟଣା


ଷ୍ଟଙ୍ଗର ଟୁଗେଦର ଗ୍ରୃପ ତରଫରୁ ଭବାନୀପାଟଣା ରାଜଗୋପାଲ ନଗର ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଛତା ବଣ୍ଟନ କରାଯାଇଛି । ଏଥି ସହିତ ବସ୍ତିର ଛୋଟ ଛୋଟ ପିଲାମାନଙ୍କୁ ଖାତା, ପେନସିଲ ଏବଂ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ପ୍ରତି ମାସରେ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଷ୍ଟଙ୍ଗର ଟୁଗେଦର ପକ୍ଷରୁ କରାଯାଉଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିକ୍ଷା ପ୍ରିୟଦର୍ଶନୀ ଠାକୁର, ପ୍ରଜ୍ଞା ଦାସ , ଭାରତୀ ବେହେରା,  ଆଲୋକ ସାହୁ, ଶିବା ଆଚାରୀ, ଦେବାସିସ ରଥ ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe