//BREAKING//
Loading...

ମାରୱାଡ଼ି ଯୁବାମଞ୍ଚ ପକ୍ଷ ରୁ ଫିଟ୍ ଇଣ୍ଡିଆ ସାଇକେଲ ସଚେତନ ଯାତ୍ରା ।


 

ଭବାନୀ ପାଟଣା:---(ତର୍ଜମା ନ୍ୟୁଜ)ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭବାନୀ ପାଟଣା ମାରୱାଡ଼ି ଯୁବା ମଞ୍ଚ ପକ୍ଷ ରୁ ଏକ ସଚେତନ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ମାରୱାଡ଼ି ସଂପ୍ରଦାୟର  ଶତାଧିକ ସାଇକେଲ ଯାତ୍ରୀ ଏହି ଅବସରରେ ଶରୀର କୁ  ସୁସ୍ଥ ରଖିବା ପାଇଁ ସାଇକେଲ ଚାଲନା କରିବା ପାଇଁ ଫିଟ୍ ଇଣ୍ଡିଆ ନାରା ଦେଇ  ଏସପି ଅଫିସ ଛକ ରୁ ଅଟାଙ୍ଗ ଗୁଡ଼ା ପର୍ଯ୍ୟନ୍ତ  ୮କିମି ଯିବା  ଯାତ୍ରା କରିଥିଲେ । ମାରୱାଡ଼ି ଯୁବା ମଞ୍ଚ ପକ୍ଷ ରୁ ସମସ୍ତ ଙ୍କୁ ସମ୍ମାନ ପତ୍ର ପ୍ରଦାନ କରା ଯାଇଥିଲା । ମାରୱାଡ଼ି ଯୁବା ମଞ୍ଚ ସଭାପତି ଯୋଗେଶ ଅଗ୍ରୱାଲ, ଉପସଭାପତି ଓମ୍ ଅଗ୍ରୱାଲ, ସମ୍ପାଦକସୌରଭ ଗୁପ୍ତା, ମନୀଷ ଶର୍ମା, ସୁମନ ଅଗ୍ରୱାଲ ପ୍ରମୁଖ ନେତୃତ୍ବ ନେଇଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe