//BREAKING//
Loading...

ବ୍ଲକ କଂଗ୍ରେସ ତରଫରୁ ଜିଏସଟି ବୃଦ୍ଧି ପ୍ରତିବାଦ ରେ ପଦଯାତ୍ରା


ନର୍ଲା:-(ତର୍ଜମା ନ୍ୟୁଜ)କେନ୍ଦ୍ର ସରକାର ଙ୍କ ଅହେତୁକ ଦରଦାମ ବୃଦ୍ଧି ଜନସାଧାରଣଙ୍କ ନୈତ୍ୟ ବ୍ୟବହାର କରୁଥିବା ଚୂଡ଼ା, ମୁଢି, ଦହି ଭଳି ବିଭିନ୍ନ ଜିନିଷ ଉପରେ ଜି ଏସ ଟି ଲାଗୁ କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ ଙ୍କ ନେତୃତ୍ୱରେ ରୂପ୍ରା ଠାରୁ ବାଲିପଡ଼ା ପର୍ଯ୍ୟନ୍ତ 8 କିମି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ କଂଗ୍ରେସ ର ଜିଲ୍ଲା ସଭାପତି ଭାରତ ବେମାଲ, ଯୁବକଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ଜିଲ୍ଲା ସଂଯୋଜକ ସରୋଜ ବାଗ, ମହିଳା କଂଗ୍ରେସ ସଭାନେତ୍ରୀ ମlହେନ୍ଦ୍ରୀ ସାହୁ, ଜିଲ୍ଲା କଂଗ୍ରେସ କମିଟି ର ବିଭୁତି ଭୂଷଣ ମହାକୁଡ଼,ରଜନୀ ପୋଡ଼,ସରପଞ୍ଚ ମନୋଜ ମଙ୍ଗରାଜ ଙ୍କ ସମେତ ବହୁ ନେତା ଅଂଶଗ୍ରହଣ କରିଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe