OSSSC ପ୍ରକ୍ରିୟା କେ ସମ୍ପୁର୍ଣ ବାତିଲ କରି ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜିଲ୍ଲା ଭିତ୍ତିକ କରିବା ଦାବି ନେଇ ଆଜି ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶା ର ମହାମହିମ୍ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଧର୍ମଗଡ଼ କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ଦାବି ପତ୍ର ପ୍ରଦାନ କରା ଯାଇ ଥିବା ଜଣା ପଡ଼ିଛି ।
ଓଡ଼ିଶାରେ ରାଜ୍ୟଭିତ୍ତିକ ନିଯୁକ୍ତି ପ୍ରକ୍ରିୟା କେ ବିରୋଧ କଲା ଧର୍ମଗଡ଼ କୋଶଳ ମୁକ୍ତି ମୋର୍ଚ୍ଚା
By: Tarzama News
0



Post a Comment