//BREAKING//
Loading...

ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ।

 




ଭବାନୀପାଟଣା:---( ତର୍ଜମା ନ୍ୟୁଜ) ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଭବାନୀପାଟଣା ରାଜଗୋପାଳ ନଗର ଠାରେ ରାଜୀବ ଗାନ୍ଧୀ ପଚା୍ୟା୍ତିରାଜ ସଂଗଠନ ଦ୍ୱାରା ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ  ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲ, ସାଧାରଣ ସମ୍ପାଦକ ବ୍ରଜ ସାହୁ, ରାଜ୍ୟ ଯୁବକଂଗ୍ରେସ ସାଧରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ଏକତାପରିଷଦ ର ବରିଷ୍ଠ ସାଥି ଗିରିଧାରୀ ପlତ୍ର, ଏକତା ମହିଳାମଞ୍ଚ ସଂଯୋଜିକା ଯାଜ୍ଞସେନି ନାଏକ,ସୋମି ନାଏକ, ରାଜୀବଗାନ୍ଧୀ ପଞ୍ଚା୍ତିରାଜ ସଂଯୋଜକ ସରୋଜ ବାଗ ଏବଂ ରାଜଗୋପାଳ ନଗରବାସି ଅଂଶଗ୍ରହଣ କରିଥିଲେ l



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe