//BREAKING//
Loading...

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଗୁରୁ ଦିବସ ପାଳିତ


 ଭବାନୀପାଟଣା:----- (ତର୍ଜମା ନ୍ୟୁଜ)ସାରା ଭାରତ ବର୍ଷ ରେ ଆଜି ଗୁରୁ ଦିବସ ମହୋତ୍ସବ ପାଳନ ହେଉଛି ଏହି କ୍ରମରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ମଧ୍ୟ ଗୁରୁ ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି। ସର୍ବ ପ୍ରଥମେ ଡ଼: ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲା। ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଙ୍କ ତତ୍ୱାବଧାନ ଅନୁଷ୍ଠିତ ସଭା ରେ ବିଶିଷ୍ଠ ଚିତ୍ର ଶିଳ୍ପୀ ମୁକୁନ୍ଦ ରେଡି, ବରିଷ୍ଠ ଶିକ୍ଷାବୀତ ବ୍ରହ୍ମାନନ୍ଦ ସମାଲ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନକୁ ଭାଇଚାରା, ଦେଶପ୍ରେମ, ରାଷ୍ଟ୍ର ଗଠନ ରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ସହ ଭାରତରେ ଗୁରୁ ଶିଷ୍ୟ ର ପରମ୍ପରା ଅତି ପୁରାତନ ଓ *ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର* ସମସ୍ତ ଛାତ୍ର ଛାତ୍ରୀ ଗୁରୁ ଭକ୍ତି ଓ ଗୁରୁ ଙ୍କୁ ସମ୍ନାନ କରିବା ବିଧେୟ ବୋଲି ସମସ୍ତ ଉପସ୍ଥିତ ଅତିଥି ଗଣ ଉଦବୋଧନ ଦେଇଥିଲେ। ଏହି କାଯ୍ୟକ୍ରମ ରେ ନରେନ୍ଦ୍ର ସୁନାନୀ, ବୃଷଭ ଦାସ, ଶିକ୍ଷକ ବସନ୍ତ ନାଏକ, ତପନ ନାଏକ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ, ମନୀଷା ସିଂ ସହଯୋଗ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe