//BREAKING//
Loading...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର


 ଆସନ୍ତା ଅକ୍ଟୋବେର 16 ତାରିଖରେ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଭବାନୀପାଟଣା ସଦର ବ୍ଲକ ଜିଲ୍ଲା ପରିଷଦ ଜୋନ -3 ର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ସହଯୋଗ ରେ ହୋଇଯାଇଅଛି I ଏହି ଶିବିରରେ ସର୍ବମୋଟ 71 ୟୁନିଟ ସଂଗ୍ରହ କରାଯାଇଥିଲା I ଶିବିରକୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇ ସମସ୍ତଙ୍କୁ ଉତ୍ସIହିତ କରିଥିଲେ I ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ (ବାପି ) ଶିବିରକୁ ଆୟୋଜନ କରିଥିଲେ । ସମସ୍ତ ସହଯୋଗୀ, ଆଠଟି ପଂଚାୟତ ର ସଭାପତି, ଜୋନ -3 ର ସମସ୍ତ କର୍ମକର୍ତ୍ତା, ରକ୍ତଦାତା, ରକ୍ତଭଣ୍ଡାର କର୍ମଚାରୀ, ଶିବିର କୁ ଆସିଥିବା ସମସ୍ତ ଦଳୀୟ ଅତିଥିଗଣ ଙ୍କୁ ମୋ ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରିଥିଲେ I🙏🏼🙏🏼

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe