ବିକାଶ ର ଝଲକ 2009 ରୁ 2014 ।
2009ରୁ 2014 ଯାଏଁ ଆଦରଣୀୟ ବନ୍ଧୁ ଭକ୍ତ ଚରଣ ଦାସ ଶାସକ କଂଗ୍ରେସ ଦ ଏ୍ସପେରିମେଣ୍ଟ୍ଳର ସାଂସଦ ଥିଲେ । ସେହି 5ବର୍ଷ ରେ କଳାହାଣ୍ଡି ଓ ନୂଆଁ ପଡ଼ା ଜିଲ୍ଲା ର ହକ ଦାବି ଲୋକସଭା ରେ ଶାସକ ଦଳର ସଭ୍ୟ ରହିକରି କେନ୍ତାଉଠୁଥିଲା ଓ ଗର୍ଜୁଥିଲେ, ସମସ୍ୟା ର ସମାଧାନ ପାଇଁ ମନ୍ତ୍ରୀ ମାନଙ୍କୁ ସଂସଦ ଭିତରେ ଯେନ୍ତା କରୁଥିଲେ ଆଜି ତାହା ଗୁଟେ ଚିର ସ୍ମରଣୀୟ ଇତିହାସ । ହମ୍ ସବ ଜାନତା ନେତା ମାନେ ଲୋକସଭା ର ଭିଡିଓ ଦେଖୁନ ଯାନବେ । ଆଦିବାସୀ ବିଶ୍ୱ ବିଦ୍ୟାଳୟ, ନୂଆପଡ଼ା ମେଡିକାଲ, ୬ଟା ଟ୍ରେନ ଲାଇନ୍ ସର୍ଭେ, 4 B ପ୍ରୋଜେକ୍ଟ, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ବୋରିଗୁମ୍ମା NH 26, ଜୁନାଗଡ଼- କଲମପୁର- ଥୁ: ରାମପୁର ରାସ୍ତା ନାବାର୍ଡ ସହାୟତାରେ, ଜିଲ୍ଲାରେ 110 ରୁ ଅଧିକ ପ୍ରଧାନ ମନ୍ତ୍ରୀ ସଡ଼କ,7000 km ରୁ ଅଧିକ କାମ ଆରମ୍ଭ, ରାଜିମ- ଦେଓଭୋଗ ଧର୍ମ ଗଡ ରେଳ ଲାଇନ ସର୍ଭେ, ରାୟପୁର- ବିଶାଖା ପାଟଣା ଭାୟା ଭବାନୀପାଟଣା NH ରାସ୍ତା, ନର୍ଲା ରେଳ ଡବା କାରଖାନା ସୀତା ପଲ୍ଲୀ କୁ ରାଜ୍ୟ ମୁଖିଆ ଅଙ୍କ୍ତିଆ ହି କରି ନେଲା ପରେ ସଂସଦ ଭିତରେ ଟେବୁଲ୍ ପିଟି ଘୋଷଣା ଅନୁଯାୟୀ ନର୍ଲାର ଚପଟ ଖଣ୍ଡା ରେ ରେଳ ଡବା ମରାମତି କାରଖାନା ଦାବି ପୁରଣ ନଚେତ୍ ନିଜର ଇସ୍ତାଫା ଦେବି ବୋଲି ସରକାରୀ ଦଳ ର ସଦସ୍ୟ ଥାଇ ଧମକ ଦି କରି ଜିଲ୍ଲା ପାଇଁ ଦାବି ପୂରଣ ହଉ କି 2014 ନିର୍ବାଚନ ପୂର୍ବରୁ ଲାଞ୍ଜିଗଡ -- ଭବାନୀପାଟଣା--- ଜୁନାଗଡ଼ ରେଳ ଲାଇନ ଚଳାଚଳ ଓ ଏକା ସାଙ୍ଗେ ତିନି ତିନିଟା ଟ୍ରେନ ଆରମ୍ଭ କାରବାର ଟା ପ୍ରକୃତ ଭୂମିପୁତ୍ର ଦ୍ଵାରା ହିଁ ସମ୍ଭବ । ଇତିହାସ ସାକ୍ଷୀ ଅଛେ ଆର ରହେବା ଓ ଇ ଜିଲ୍ଲାର ଏନ୍ତା କେନ୍ ନେତା ମୋର ଆଖି ନେ ନାଇଁ ଦିଶବାର ଯେ, ୫ ବର୍ଷେ ଏତେ ସବୁ ଗୋଟେ ସାଂସଦ ଭାବେ ଲଢ଼ି କରି ନିଜର ଜିଲ୍ଲା ପାଇଁ ହାସଲ କରି ପାରବେ। ଔକାତ୍ ନାଇଁ ଥିଲା ଟା ଗୁଳାମୀ ମାନସିକତା ଧାରି ମାନେ ଜିଲ୍ଲାର ଉନ୍ନତି କରବେ। ଆର ବି ଖୁବ୍ ଜିନିଷ ପାସ୍ରୀ ଜାଇଛେ ଓ କିଛି ଜାଣି କରି ଛାଡି ଦେଉଛେ ହେଟା ଫେର ଲେଖିବି ବେଳେ କେତେ ଅଛନ୍ କିଛି ଦିନ ଘରୁ ବାହାରି କରି କାହାକେ ମୁଁହ ଦେଖେଇ ନାଇଁ ପାରନ୍ ଦଲାଲି କେନ୍ତା କରସନ୍ ଔକାତ୍ ନାଇଁ ଥିଲାଟା ଯାକ ଆର "କାମ ସାରଳା ମୋର ଭଗୁଆ ସକଳ ତୋର" ପରା ଛାଡି ଯାଇ ମୁଇଁ ନେତା ମୁଇ ନେତା ଦେଖେଇ ହଉଛନ ଗୋଟେ କପଡ଼ା ଧୁଇ ଶୁଖେଇ ପିନ୍ଧି କରି ଇ ଗଲି ସେ ଗଲି ଯେନ୍ ଅଇଁଠା ମଦ ସେନ ହାଜର ----ସତ୍ କହେଲେ କହେବେ ଭକ୍ତ ଦାସ ର ସାଙ୍ଗ ତ୍ କହେବା ନା, କିନ୍ତୁ ନିର୍ଲଜ୍ଜ ମାନେ ମାଟି ମାଁ ର କିରିଆ ଖାଇ କୁହନ ତ ନିଜର ଔକାତ୍ ଅଛେ କାଏଁ ।
ମହମ୍ମଦ ଅଲ୍ଲୀ ,
ବରିଷ୍ଠ ସମ୍ବାଦିକ ।



Post a Comment