ଭବାନୀପାଟଣା:-------(ତର୍ଜମା ନ୍ୟୁଜ ) ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହେଇ ଯାଇଛି, ଏଥିରେTechMahindra ସଂସ୍ଥା ରେ ନିଯୁକ୍ତି ପାଇଁ ୧୨୦ ଜଣ ପ୍ରାଥୀ/ପ୍ରଥିନି ପଂଜିକୃତ ହୋଇଥିଲେ ସେଥି ମଧ୍ୟ ରୁ ୨୭ ଜଣ କୃତକାର୍ଯ୍ୟ ହୋଇଛନ୍ତି. ଏହି ଶିବିର କୁ ବିଶ୍ୱବିଦ୍ୟାଳୟ ର କୁଳପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଶତପଥି ଉଦ୍ଘାଟନ କରିଥିଲେ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର ପ୍ଲେସମେଣ୍ଟ ଅଫିସର ମଧୁଲିକା ସାହୁ ଓ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ. ଏହି ଶିବିର ପରିଚାଳନା ରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ଲୋକନାଥ ପଟେଲ,ଉଦୟନ ମହାପାତ୍ର, ଅମ୍ବୁଜ ତିୱାରୀ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର ସମସ୍ତ କର୍ମକର୍ତା ସହାୟତା କରିଥିଲେ.



Post a Comment