ମାଲକାନ ଗିରି:------( ତର୍ଜମା ବ୍ୟୁରୋ ନ୍ୟୁଜ )
ମା ଘର ସୁରକ୍ଷା ସେନା ତରଫରୁ ରାଜ୍ୟ ସଭାନେତ୍ରୀ ମମତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ 13 ତାରିଖ ଦିନ ମାଲକାନଗିରି ସଂକୃତି ଭବନ ଠାରେ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଥିବା ବେଳେ ସଂମାନିତ ଅତିଥି ଭାବେ ମା ଘର ସୁରକ୍ଷା ସେନାର ରାଜ୍ୟ ସଭାନେତ୍ରୀ ମମତା ମଲ୍ଲିକ,ଉପ ସଭାନେତ୍ରୀ ଵିଷ୍ଣୁ ପ୍ରିୟା ସାହୁ,ରାଜ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ,ରାଜ୍ୟ ସମ୍ପାଦିକା ସୂର୍ୟମିତା ସ୍ୱାଇଁ,ଅବିଭକ୍ତ କୋରାପୁଟ ଜିଲ୍ଲା ସଭାନେତ୍ରୀ ଜୋସନା ରାଉଳ,ଅବିଭକ୍ତ କୋରାପୁଟ ଜିଲ୍ଲା ଉପଦେଷ୍ଟା ସନ୍ତୋଷ କୁମାର ପାତ୍ର,ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତୀ ମହାରଣା,କୋରାପୁଟ ଜିଲ୍ଲା ସଭାନେତ୍ରୀ ସରୋଜିନୀ ସ୍ୱାଇଁ,କୋରାପୁଟ ଜିଲ୍ଲା ସମ୍ପାଦିକା ରୀନା ନାୟକ,ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁମାରି ତାନଗୁଳୁ,ପ୍ରମୁଖ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ବିଧାୟକ ମାନ୍ୟବର ପୂର୍ଣଚନ୍ଦ୍ର ବାକା ଉପସ୍ଥିତ ରହିଥିଲେ ଉକ୍ତ ସଭାକୁ ମା ଘର ସୁରକ୍ଷା ସେନା ରାଜ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ପରିଚାଳନା କରିଥିଲେ ଏହି ଉତ୍ସବରେ 500ରୁ ଉର୍ଦ୍ଧ୍ବ ମହିଳାଙ୍କ ସମାବେଶ ହୋଇଥିଲା14 ତାରିଖ ଦିନ ମା ଘର ସୁରକ୍ଷା ସେନାର ସଭାନେତ୍ରୀ ମମତା ମଲ୍ଲିକ,ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତୀ ମହାରଣା,ରାଜ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ମାଲକାନଗିରି ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଚିତ୍ରକୋଣ୍ଡା ବ୍ଲକ ପାପରମେଟାଲା ଯାଇ ରଜ ମନାଇ ଥିଲେ ଏହି ରଜ ପାଳନ ଉତ୍ସବର ଆୟୋଜନ କରିଥିଲେ peo ରମେଶ ଆୟାର,ପରିଚାଳନା ପିତାମ୍ବର ଖେମୁଣ୍ଡୁ କରିଥିଲେ ରାଜ୍ୟ ସଭାନେତ୍ରୀ ମମତା ମଲ୍ଲିକ ସେଠାକାର ଆଦିବାସୀ ମହିଳାଙ୍କ ସହ ଦୋଳି ଏବଂ ନାଚ ଗିତରେ ସାମିଲ ହୋଇ ମିଠାପାନ, ପୋଡ଼ପିଠା,ଚକଲେଟ ବଣ୍ଟନ କରିଥିଲେ
Post a Comment