//BREAKING//
Loading...

କୋରାପୁଟ ସର୍କିଟ ହାଉସ ଠାରେ ମା ଘର ସୁରକ୍ଷା ସେନା ତରଫରୁ ଏକ ବୈଠକ ଅନୁଷ୍ଠିତ !!

 କୋରାପୁଟ ସର୍କିଟ ହାଉସ ଠାରେ ମା ଘର ସୁରକ୍ଷା ସେନା ତରଫରୁ ଏକ ବୈଠକ ଅନୁଷ୍ଠିତ !!


କୋରାପୁଟ:------

( ତର୍ଜମା ବ୍ୟୁରୋ ନ୍ୟୁଜ )


 କୋରାପୁଟ ସର୍କିଟ ହାଉସ ଠାରେ ମା ଘର ସୁରକ୍ଷା ସେନା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା  ।ଏହି ବୈଠକରେ ମା ଘର ସୁରକ୍ଷା ସେନାର ରାଜ୍ୟ ସଭାନେତ୍ରୀ ମମତା ମଲ୍ଲିକ,ରାଜ୍ୟ ଉପ ସଭାନେତ୍ରୀ ବିଷ୍ଣୁ ପ୍ରିୟା ସାହୁ,ରାଜ୍ୟ ସମ୍ପାଦିକା ସୂର୍ୟମିତା ସ୍ୱାଇଁ,ରାଜ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତୀ ମହାରଣା,କୋରାପୁଟ ଜିଲ୍ଲା ସମ୍ପାଦିକା ରୀନା ନାୟକ ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ଜୋସ୍ନା ରାଉଳ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ଉପଦେଷ୍ଟା ଭାବେ ସନ୍ତୋଷ କୁମାର ପାତ୍ରଙ୍କୁ ଚୟନ କରାଯାଇ ମା ଘର ସୁରକ୍ଷା ସେନା କିପରି ଲୋକଙ୍କ ସେବାରେ ଲାଗିପାରିବ ସେଇ ବିଷୟକୁ ନେଇ ଆଲୋଚନା କରାଯାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe