//BREAKING//
Loading...

ଜୁନାଗଡ ବନ ବିଭାଗର ୭୪ ତମ ବନ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ !!! ଜୁନାଗଡ:------ ( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ତ ଜୁନାଗଡ ବନାଞ୍ଚଳ ଡୁମେର ବାହାଲ ସେକସନ ଅଏଁଲାଭଟା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆଜି ବନ ବିଭାଗ ଦ୍ଵାରା ୭୪ ତମ ବନ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବକ୍ସି ତୁଲସି ପାଲି ସରପଞ୍ଚ ଦିବ୍ୟ ଦୀପ , ସମ୍ମାନୀୟ ଅତିଥି ଭାବେ ନାନ୍ଦୋଳ ପୂର୍ବତନ ସରପଞ୍ଚ ଗୌରି ଶଙ୍କର ପାତ୍ର , ଜୁନାଗଡ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର , ଡୁମେର ବାହାଲ ବନପାଳ କାହ୍ନୁଚରଣ ତ୍ରିପାଠୀ, ବଣ୍ଡଓଗଉଡଆ ବନପାଳ ରଜନୀ କାନ୍ତ ମେହେର, ରଞ୍ଜିତା ବାରିକ, ତପସ୍ୱିନୀ ନାଏକ,ଅରୁଣ କୁମାର ହରିଚନ୍ଦନ, ଶ୍ରୀନିବାସ ବଣିଆ ପ୍ରମୂଖ ସହଯୋଗ କରିଥିଲେ। ଚାଲିଶ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହେକ୍ଟର ପିଛା ପାଞ୍ଚଶହ ହିସାବରେ ପ୍ରାୟ କୋଡିଏ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯିବା ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏଥିରେ ବାଉଁଶ, ବାଲିଶିଶୁ,ଅଁଳା, କରଞ୍ଜ,ଖଇର,ଜାମୁ ଜାତୀୟ ଚାରା ପ୍ରସ୍ତୁତ ହୋଇ ରହିଥିବା ବିଭାଗୀୟ ଅଧିକାରୀ କହିଥିବା ବେଳେ ଋତୁ ଅନୁକୂଳ ହେଉ ନ ଥିବାରୁ କାର୍ଯ୍ୟକ୍ରମ ଆଗେଇ ନେବାରେ ପ୍ରତିକୂଳ ପ୍ରଭାବ ପଡୁଛି ବୋଲି କହିଛନ୍ତି।

ଜୁନାଗଡ ବନ ବିଭାଗର ୭୪ ତମ ବନ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ !!!

ଜୁନାଗଡ:------ 

( ତର୍ଜମା ନ୍ୟୁଜ )

 କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ତ ଜୁନାଗଡ ବନାଞ୍ଚଳ ଡୁମେର ବାହାଲ ସେକସନ ଅଏଁଲାଭଟା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆଜି ବନ ବିଭାଗ ଦ୍ଵାରା ୭୪ ତମ  ବନ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବକ୍ସି ତୁଲସି ପାଲି ସରପଞ୍ଚ ଦିବ୍ୟ ଦୀପ , ସମ୍ମାନୀୟ ଅତିଥି ଭାବେ ନାନ୍ଦୋଳ ପୂର୍ବତନ ସରପଞ୍ଚ ଗୌରି ଶଙ୍କର ପାତ୍ର , ଜୁନାଗଡ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର , ଡୁମେର ବାହାଲ ବନପାଳ କାହ୍ନୁଚରଣ ତ୍ରିପାଠୀ, ବଣ୍ଡଓଗଉଡଆ ବନପାଳ ରଜନୀ କାନ୍ତ ମେହେର, ରଞ୍ଜିତା ବାରିକ, ତପସ୍ୱିନୀ ନାଏକ,ଅରୁଣ କୁମାର ହରିଚନ୍ଦନ, ଶ୍ରୀନିବାସ ବଣିଆ ପ୍ରମୂଖ ସହଯୋଗ କରିଥିଲେ। ଚାଲିଶ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହେକ୍ଟର ପିଛା ପାଞ୍ଚଶହ ହିସାବରେ ପ୍ରାୟ କୋଡିଏ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯିବା ଲକ୍ଷ୍ୟଧାର୍ଯ୍ୟ  ହୋଇଛି। ଏଥିରେ ବାଉଁଶ, ବାଲିଶିଶୁ,ଅଁଳା, କରଞ୍ଜ,ଖଇର,ଜାମୁ ଜାତୀୟ ଚାରା ପ୍ରସ୍ତୁତ ହୋଇ ରହିଥିବା ବିଭାଗୀୟ ଅଧିକାରୀ କହିଥିବା ବେଳେ ଋତୁ ଅନୁକୂଳ ହେଉ ନ ଥିବାରୁ କାର୍ଯ୍ୟକ୍ରମ ଆଗେଇ ନେବାରେ ପ୍ରତିକୂଳ ପ୍ରଭାବ ପଡୁଛି ବୋଲି କହିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe