ଜୟପୁର ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତଭୂକ୍ତିକରନ୍ ଶିବିର ଅନୁଷ୍ଠିତ !!!
ଜୟପୁର:-----
( ତର୍ଜମା ବ୍ୟୁରୋ ନ୍ୟୁଜ )।
ଜୟପୁର ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତଭୂକ୍ତିକରନ୍ ଶିବିର ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ବେଦବର ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ମୋନଜ କୁମାର ନାୟକ, ବରିଷ୍ଠ ପୋଷ୍ଟଲ ସୂପରିତେନ୍ଦେଣ୍ଟ, କୋରାପୁଟ ଡିଭିଜନ, ଶ୍ରୀ ରାଜୀବ ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟପୁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜୟପୁର ସିଦିପିଓ ଶ୍ରୀ ଅଭିଷିକ୍ତ ପରିଡ଼ା ଉପଖଣ୍ଡ ସ୍ତରୀୟ ସ୍ଵଳ୍ପ ସଂଚୟ ଅଧିକାରୀ ଓ ପୋଷ୍ଟାଲ ଉପଖଣ୍ଡନୀୟ ରାଜେଶ୍ କୁମାର ଦାଶ ଉପସ୍ଥିତ ଥିଲେ ।



Post a Comment