କୋକିଳ ବାଗ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗିତା :
କୋଳିଗାଁ କୁ ହରାଇ କୋଟେନ୍ ଗାଁ ଚାମ୍ପିଅନ ।
ଜୁନାଗଡ଼:----
( ତର୍ଜମା ନ୍ୟୁଜ )
ଜୁନାଗଡ଼ ବ୍ଳକ ଅନ୍ତର୍ଗତ ତାଲପଦର ମାଁ ଠାକୁରାଣୀ କୋକିଳ ବାଗ ମେମୋରିଆଲ କ୍ରିକେଟ୍ ଟୁଣାମେଣ୍ଟ ସୋମବାର ଫାଇନାଲ ଖେଳ ସହ ଉଦ୍ ଯାପିତ ହୋଇଛି। ଫାଇନାଲ ମ୍ୟାଚଟି କୋଳିଗାଁ ଓ କୋଟେନ୍ ଗାଁ ଟିମ୍ ମଧ୍ୟରେ ହୋଇଥିଲା। ଏଥିରେ କୋଟେନ୍ ଗାଁ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭର୍ ରେ ୧୩୪ ରନ୍ ସଂଗ୍ରହ କରିଥିଲେ। କୋଳିଗାଁ ୬୫ ରନ୍ ରେ ଵାତ ପଡ଼ି ଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଟିକଚାଦ୍ଦ ଵାଗ , ତ୍ରିପତି ଶଗଡ଼ିଆ, ଦୀପକ୍ ଵାଗ ନେତ୍ରାନନ୍ଦ ଲହଜଳ , ସୁରେନ୍ଦ୍ର ନିଆଲ , ପ୍ରମୁଖ ମଞ୍ଚ ଆସିନଥିଲେ
ଉକ୍ତ ଖେଳକୁ ଅମପଇଆର କରୁଥିଲେ ଧର୍ମେନ୍ଦ୍ର ଵାଗ ଏବଂ ଦୀପକ ଵାଗ , ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ ଶଙ୍କର ନିଆଲ ଓ ରାଜେନ୍ଦ୍ର ନିଆଲ । ଉକ୍ତ ଖେଳ କୁ ହଜାର ହଜାର ସଂଖ୍ୟାରେ ଦେଖିବାକୁ ଋଣ୍ଡ ହେଇଥିଲେ।



Post a Comment